Take a fresh look at your lifestyle.
Daily Archives

July 1, 2022

ଭୁବନ ରଥଯାତ୍ରାରେ ଅଘଟଣ,ବଳଭଦ୍ର ରଥ ଚକ ଭାଙ୍ଗିଲା

ଭୁବନ : ଭୁବନ ରେ ଚଳିତ ବର୍ଷ ବିପୁଳ ଉସôାହ ,ଉଦ୍ଦିପନା ଓ ଆନନ୍ଦ ,ଉଲ୍ଲାସ ର ସହ ପାରମ୍ପରିକ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨ ବର୍ଷ ପରେ ଭକ୍ତ ଭଗବାନ ଙ୍କ ଅପୂର୍ବ ମିଳନ ହୋଇଥିଲା । ଠାକୁରଙ୍କୁ ପାଖରୁ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା । ପ୍ରାତଃ ସମୟରୁ ଠାକୁରଙ୍କ ପୂଜାର୍ଚ୍ଚନା…

ରଥଯାତ୍ରା ପାଇଁ  ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଭଜନ ସଂନ୍ଧା ଆରମ୍ଭ

ଢେଙ୍କାନାଳ: ସ୍ଥାନିୟ ବାଜି ଚୌକି ଠାରେ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଉଦ୍ଘାଟନ କରିଥିଲେ ଜିଲ୍ଲାପାଳ  ସରୋଜ କୁମାର ସେଠୀ, ଡିଆର ଡିଏ ପିଡି ସାଫଲ୍ୟ କୁମାର ପଣ୍ଡିତ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଶୋକ କୁମାର ଦାସ, ସତ୍ୟ କର, ସତ୍ୟ ସ୍ୱରୂପ ଦାସ, ଟଙ୍କଧର…

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା ସପ୍ତାହରେରେ ସାମ୍ବାଦିକ ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ

ଢେଙ୍କାନାଳ :କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଘାଗରାମୁଣ୍ଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସେବା ସପ୍ତାହରେ ସଫେଇ କାର୍ଯ୍ୟକ୍ରମ ପାଳିତ ହେଇଅଛି । କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଘାଗରାମୁଣ୍ଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ…

ଓଡାପଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ନିର୍ମଳ କୁମାର ପୃଷ୍ଟିଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଢେଙ୍କାନାଳ: ଓଡ଼ପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଡ଼ଃ ଶମ୍ଭୁ ପ୍ରସାଦ ପ୍ରଧାନ ଙ୍କ ସଭାପତିତ୍ୱରେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ନିର୍ମଳ କୁମାର ପୃଷ୍ଟିଙ୍କର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଗୁରୁବାର  ଅନୁଷ୍ଠିତ ହୋଇଯାଇଛି꘡ ଉକ୍ତ ଉତ୍ସବରେ ମହାବିଦ୍ୟାଳୟର…

ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ର ନୂତନ କର୍ମକର୍ତା ଚୟନ

ଢେଙ୍କାନାଳ: ଗତକାଲି ଶ୍ରୀଶ୍ରୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ, ମୀନାବଜାରର ବାର୍ଷିକ ସାଧାରଣ ସଭା ମୀନାବଜାରସ୍ଥ ସଭା ମଣ୍ଡପ ଠାରେ ବିରଂଚି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ୨୦୨୨-୨୩ ବର୍ଷ ପାଇଁ ଲକ୍ଷ୍ମୀ ପୂଜା କମିଟିର ନିମ୍ନଲିଖିତ ନୂତନ କର୍ମକର୍ତାଙ୍କୁ…