Take a fresh look at your lifestyle.
Daily Archives

July 25, 2022

ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ବିୟୋଗରେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘର ଶୋକସଭା

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ କାମାକ୍ଷାନଗର କଳିଙ୍ଗ ଟିଭିର ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି(୩୨) ଆଜି ରାସ୍ତା ଦୁର୍ଘଟଣାରେ ତାଙ୍କର ବିୟୋଗରେ ଏକ ଶୋକସଭା କଙ୍କଡାହାଡ଼ ଠାରେ ଅନୁଷ୍ଠିତ ହେଇଥିଲା । ଦୁଷ୍ମନ୍ତ ଙ୍କ ପରଲୋକ ରେ ଓଡ଼ିଆ…

ବ୍ୟଙ୍ଗ କବିତା – ଫରମା ନିଶା ଟା ଉତୁରି ଯାଇଛି

ଆମରି ଗାଁର ଧରମା ଦାଦି ଟା ଗମେଟ ଚାକିରି କରିଛି ଦରମା ସାଙ୍ଗକୁ ଭଲକି ଗଣ୍ଡାଏ ଫରମା ବି ସେ ପାଉଛି।(୧) ଗାଁ ମାଟିକୁ ସେ ଭୁଲି ଯାଇଛି ସେ ଭୁବନେଶ୍ୱର ରେ ରହୁଛି ଲୋନ କରିକି ନୟାପଲ୍ଲୀ ରେ ଘରଟିଏ କିଣି ଦେଇଛି।(୨) ଫରମା ଟଙ୍କାରେ ପୁଅକୁ ତା'ର ଡାକ୍ତର କରିବ ଭାବୁଛି ଘରର…

ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିରରେ ୫୯ ଟି ଅଭିଯୋଗ ର ସମାଧାନ

ଭୁବନ :ଭୁବନ ପଂଚାୟତ ସମିତି ସଭାଗୃହଠାରେ ଆଜି ଜିଲ୍ଲାପାଳ ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ୬୨ ଟି ବ୍ୟକ୍ତିଗତ (ବାର୍ଦ୍ଧକ୍ୟ/ବିଧବା ଭତା,ରାସନ କାର୍ଡ,ଆବାସ ଯେଜନା ଗୃହ) ,୪ ଟି ସାମୁହିକ ସମସ୍ୟା ଓ ୬ ଟି ଚିକିସôା ସହାୟତା ସମୁଦାୟ ୭୨ ଟି ଅଭିଯୋଗ ମଧ୍ୟରୁ ୫୯ ଟି…

ସଡକ ଦୁର୍ଘଟଣାରେ ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଙ୍କ ଅକାଳ ବିୟୋଗ

ଭୁବନ : ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଥାନା ଛକ ନିକଟରେ ସଡକ ଦୁର୍ଘଟଣାରେ କଳିଙ୍ଗ ଟିଭି ର ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦) ଙ୍କର ଅକାଳ ବିୟୋଗ ହୋଇଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ,ଆଜି ସୋମବାର ସକାଳ ୧୦ ଘଟିକା ସମୟରେ ଜିଲ୍ଲାପାଳ ଙ୍କ ଜନଶୁଣାଣି…