Take a fresh look at your lifestyle.
Daily Archives

July 27, 2022

ବିଟ୍ ରେ ଶତ ପ୍ରତିଶତ ସଫଳତା

ଢେଙ୍କାନାଳ: ଢେଙ୍କାନାଳ କୁଞ୍ଜକାନ୍ତସ୍ଥିତ ବିଟ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ରେ ଚଳିତ ବର୍ଷ ଶତ ପ୍ରତିଶତ ଫଳାଫଳ ହୋଇଛି । ମହାରବିଦ୍ୟାଳୟ ର ପ୍ରତ୍ୟାଶା ସାମଲ ସର୍ବାଧିକ ୫୩୭ ନମ୍ବର ରଖି କଲେଜ ଟପର ହୋଇଛନ୍ତି ସେ ପଦାର୍ଥ ବିଜ୍ଞାନରେ ୯୯% ମାର୍କ ରଖି ରେକର୍ଡ ସୃଷ୍ଟି କରିଛନ୍ତି ।…

ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଶୋକସଭା

କାମାକ୍ଷାନଗର(ରାଜ କିଶୋର ରାଉତ): ଗତ ୨୫ା୭:୨୦୨୨ ତାରିଖ ରେ କାମାକ୍ଷାନଗର ଉପଖଣ୍ଡ ର କଳିଙ୍ଗ ଟିଭିର ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦)ଙ୍କ ସଡକ ଦୁର୍ଘଟଣା ରେ ମୃତ୍ୟୁ ଘଟିଥିଲା l ଆଜି ସ୍ଥାନୀୟ କାଳୀବଜାର ବାଜିରାଉତ ପ୍ରତିମୂର୍ତ୍ତି ତଳେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା…

ମାର୍ଥାପୁରରେ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା

କାମାକ୍ଷାନଗର (ରାଜ କିଶୋର ରାଉତ): ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ରେ ପାନୀୟଜଳ ଯୋଗାଣ ରେ ଅବ୍ଯବସ୍ଥା ଦେଖିବାକୁ ମିଳୁଛି I ଜିଲ୍ଳା ପ୍ରଶାସନ ପକ୍ଷରୁ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ସଠିକ୍ ଭାବରେ ପହଁଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପଞ୍ଚାୟତ…

ମଠକରଗୋଳା ମହାବିଦ୍ୟାଳୟରେ +୨ ବିଜ୍ଞାନ ଓ ବାଣିଜ୍ୟରେ ଶତ ପ୍ରତିଶତ ଫଳାଫଳ

କାମାକ୍ଷାନଗର(ରାଜ କିଶୋର ରାଉତ):  +୨ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶା ଦ୍ଵାରା ପରିଚାଳିତ ଚଳିତବର୍ଷ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମଠକରଗୋଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ଫଳାଫଳ ପ୍ରାପ୍ତ ହେବାର ଏକ ବିରଳ ରେକର୍ଡ ସ୍ଥାପନା କରିଛନ୍ତି । +୨ ବିଜ୍ଞାନରେ ୧୦୬…