Take a fresh look at your lifestyle.
Daily Archives

July 29, 2022

ଭୁବନ ରେ ରାସ୍ତା କଥା ବୁଝିବ କିଏ?

ଭୁବନ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ / ରାସ୍ତା ନଂ ୫୩ କଥା କହୁଛି। ବିଶେଷ କରି କଲେଜ ରୋଡ ରେ ନରହରି ସାହୁ ଙ୍କ ପେଟ୍ରୋଲ ପମ୍ପ ଠାରୁ କାଳୀ ବଜାର ଛକ୍ ଦେଇ ଭୁବନ କୋର୍ଟ ପର୍ଯ୍ୟନ୍ତ ଯାଇ ଥିବା ଜାତୀୟ ରାଜପଥ ରାସ୍ତା ର ଖାଲ ଖମା, ଦୂରବସ୍ଥା କଥା ଏଠାରେ ଉଲ୍ଲେଖ କରୁଛି। ଏହି ରାସ୍ତା…

କିଡିନୀ ରୋଗରେ ପୀଡିତ ରବି ମହାନ୍ତଙ୍କ ପରଲୋକ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ରଙ୍ଗମାଟିଆ ଗ୍ରାମର ରବି ମହାନ୍ତ(୫୫) ଦୀର୍ଘ ୪ ବର୍ଷ ହେଲାଣି କିଡିନୀ ରୋଗରେ ପୀଡିତ ହେଇ ଶଯ୍ୟାଶାୟୀ ଥିଲେ । ପରିବାର ବୋଲି ପତ୍ନୀ କୁନି ମହାନ୍ତ,ଦୁଇ ଝିଅ ମନ୍ଦୋଦରୀ ଓ ସରସ୍ୱତୀ କୁ ନେଇ ପରିବାର । ରବି ପେସାରେ ଜଣେ…

ଅସହାୟ ମୃତା ମହିଳାଙ୍କ ଶବ ସଂସ୍କାର ପାଇଁ ଆଗେଇ ଆସିଲେ ସ୍ୱେଚ୍ଛାସେବୀ

ଢେଙ୍କାନାଳ: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ୍, ତୁମୁସିଙ୍ଗା ଥାନା ଅନ୍ତର୍ଗତ ଆମ୍ବଖୋଲ କାଟେଣୀ ଗ୍ରାମର ଝିଟା ନାଏକ (୭୫) ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଡାଇରିଆ ୱାର୍ଡ ନଂ-୧୨ ବେଡ୍ରେ ଚିକିତ୍ସାଧିନ ଅବସ୍ଥାରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ମୃତୁ୍ୟ ବରଣ କରିଗଲେ ।…

ଜାତୀୟ ସ୍ତରୀୟ ଆମ୍ବ ପ୍ରଦର୍ଶନୀରେ ଯୋଗଦେଲେ ସାଂସଦ

ଢେଙ୍କାନାଳ :  ଦିଲ୍ଲୀ ୱ୍ୱେଷ୍ଟର୍ଣ୍ଣକୋଟ୍ ଠାରେ ଜାତୀୟ ସ୍ତରର ଆମ୍ବ ପ୍ରଦର୍ଶନୀକୁ ନିମନ୍ତ୍ରଣ ପାଇ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇଥିଲେ । ଏହି ଆମ୍ବ ପ୍ରଦର୍ଶନୀ ମେଳାରେ ୩୫୦ପ୍ରକାରରୁ ଉଦ୍ଧ୍ୱର୍ ପ୍ରଜାତିର ଆମ୍ବ ବିଭିନ୍ନ ରାଜ୍ୟରୁ ଆସି ପ୍ରଦର୍ଶିତ ହେବାର ଦେଖିବାକୁ…

ସାଂସଦ ମହେଶ ସାହୁଙ୍କ କୋଇଲା ମନ୍ତ୍ରୀଙ୍କ ନିକଟରେ ଦାବୀପତ୍ର ପ୍ରଦାନ

ଢେଙ୍କାନାଳ :  କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସଂସଦୀୟ କାର୍ଯ୍ୟାଳୟରେ ଢେଙ୍କାନାଳ ସାଂସଦ ମହେଶ ସାହୁ ସାକ୍ଷାତ କରି କୋଇଲା ଖଣିର ସମସ୍ୟା, ଏମ୍ସିଏଲ୍ କର୍ମଚାରୀଙ୍କ ପେନ୍ସନ୍, ଏମ୍ସିଏଲ୍ ମେଡିକାଲ କଲେଜ୍ ଓ ଅଂଚଳର ପାରିପାଶ୍ୱର୍ିକ ଉନ୍ନତି  ବିଷୟରେ ପୁଙ୍ଖାନୁପୁଙ୍ଖ…