Take a fresh look at your lifestyle.
Daily Archives

July 13, 2022

ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଭୁବନ :ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ‘ମୋ କଲେଜ’ ସଂଯୋଜକ ଅଧ୍ୟାପକ ନିରଂଜନ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି , ଯୁକ୍ତ ଦୁଇଅଧ୍ୟକ୍ଷ ସୁରେନ୍ଦ୍ର…

ସାଂସଦ ମହେଶ ସାହୁ ଙ୍କ ଦ୍ୱାରା ସେବାୟତ ସମ୍ବର୍ଦ୍ଧିତ

ଭୁବନ : ଚଳିତ ବର୍ଷ ଭୁବନରେ ରଥଯାତ୍ରା ଓ ବାହୁଡା ଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଥିବାରୁ ବରିଷ୍ଠ ସେବାୟତ ଙ୍କ ସମେତ ସଂକୀର୍ତନ ମଣ୍ଡଳୀ କର୍ମକର୍ତା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଥମ ଥର ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସଦ ମହେଶ ସାହୁ ପ୍ରଥମେ ମହାପ୍ରଭୁ ଜଗନ୍ନାଥ…

ରତ୍ନ ବେଦୀକୁ ଫେରିଲେ ଚତୁର୍ଦ୍ଧାମୂର୍ତୀ

ଭୁବନ: ଭୁବନର ତୃତୀୟାଜୀୟୁ ଦେବ ମହାପ୍ରଭୁ ଜଗନ୍ନାଥ , ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଆଜି ସଂଧ୍ୟାରେ ରତ୍ନ ବେଦୀକୁ ଫେରିଛନ୍ତି । ନବଦିନାତ୍ମକ ଯାତ୍ରା ଶେଷ କରି ମହାପ୍ରଭୁ ଜଗନ୍ନାଥ ରଥ ଉପରେ ସୁନାବେଶ ଓ ଅଧରପଣା ସଂପନ୍ନ କରି ଅପରାହ୍ନରେ ସେବାୟତ ମାନଙ୍କ ଦ୍ୱାରା ପହଣ୍ଡି ହୋଇ ରତ୍ନ…

ଗୁରୁମା ଉଷାରାଣୀ ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ: ଗୁରୁପୂର୍ଣ୍ଣିମା ଦିବସ ଅବସରରେ ଶ୍ରୀ ଗୁରୁପୂଜନ ଉତ୍ସବ ସହିତ ବିଦ୍ୟାଳୟର ୩୬ତମ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ସୁନ୍ଦରୀଖାଲସ୍ଥିତ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ପ୍ରଚାରକ  ବାସୁଦେବ ସାହୁ, ମୁଖ୍ୟବକ୍ତା ଭାବେ ସଂଘର…

ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଭଜନ ପରିବେଷଣ

ଢେଙ୍କାନାଳ: ଆନନ୍ଦ ବଜାର ସ୍ଥିତ ଶନିଶ୍ଚ ର ଦେବଙ୍କ ମନ୍ଦିର ପରିସରରେ ଥିବା ସିରିଡ଼ି ସାଇ ବାବାଙ୍କର ଗୁରୁ ପୂର୍ଣ୍ଣିମା ଉତ୍ସବ ଉପଲକ୍ଷେ ଭକ୍ତି ଆରାଧନା ପକ୍ଷରୁ ଭଜନ ପରିବେଷଣ ହୋଇଥିଲା । ଏହି ମଞ୍ଚକୁ ପରିଚାଳନା କରିଥିଲେ ପ୍ରଦିପ କୁମାର ଓ ତାଙ୍କ କଣ୍ଠରୁ ଓମ୍ ସାଇ ରାମ ଭଜନ ପରିବେଷଣ…

ସାଇ ସାଗର ଧାମରେ ଗୁରୁ ପୂର୍ଣ୍ଣିମା ପର୍ବ ପାଳିତ

ଢେଙ୍କାନାଳ: ଆନନ୍ଦ ବଜାର ସ୍ଥିତ ଶନିଶ୍ଚର ଦେବଙ୍କ ମନ୍ଦିର ପରିସର ପାର୍ଶ୍ଵରେ ଥିବା ଶୀ ଶ୍ରୀ ଶିରିଡି ସାଇ ବାବାଙ୍କର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ରୁ କାକ ଆଳତୀ ଠାକୁରଙ୍କର ସ୍ନାନ ନୂତନ ବତ୍ସ ଫୁଲ ହାର ଦିପ ଧୂପ ଫଳ ମୂଳ ମିଠା ଭୋଗ ଲାଗି କରାଯାଇ ଥିଲା । ତାପରେ…

NH-55 କୁ ଅବରୋଧ କଲେ ସ୍ଥାନୀୟ ଢେଙ୍କାନାଳ ଲୋକ

ଢେଙ୍କାନାଳ: ଆଜି ସ୍ଥାନୀୟ NH-55 କୁ ward no 1 ର ଜନ ସାଧାରଣମାନେ ଅବରୋଧ କରୁଛନ୍ତି । ଏହି ରାସ୍ତା ଟି ଏକ ବ୍ୟସ୍ତ ବହୁଳ ରାସ୍ତା, ଯାହା ଉପରେ ପ୍ରତିଦିନ ହଜାର ହଜାର ଗାଡି ମଟର ଯାତାୟତ କରିଥାଏ। କିନ୍ତୁ ଏହି ରାସ୍ତା ଦିର୍ଘ ୪ ବର୍ଷ ହେଲା କାମ ଆରମ୍ଭ ହୋଇଛି କିନ୍ତୁ ସରିବାର ନାଁ…

ମହିମା ମହାବିଦ୍ୟାଳୟ:କୀଟ ନାଶକର ସଙ୍ଘାତ ସମନ୍ଧରେରେ ଆଲୋଚନା ଚକ୍ର

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଆନୁକଲ୍ୟରେ ଏକ ସମ୍ପାନ "କୀଟ ନାଶକର ସଙ୍ଘାତ (Impact of Pesticides) ସମନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବଦ୍ଧର୍ନା ଜ୍ଞାପନ କରାଯାଇଥିଲା। ମୁଖ୍ୟ…