Take a fresh look at your lifestyle.

ସାଇ ସାଗର ଧାମରେ ଗୁରୁ ପୂର୍ଣ୍ଣିମା ପର୍ବ ପାଳିତ

0 13

Get real time updates directly on you device, subscribe now.

ଢେଙ୍କାନାଳ: ଆନନ୍ଦ ବଜାର ସ୍ଥିତ ଶନିଶ୍ଚର ଦେବଙ୍କ ମନ୍ଦିର ପରିସର ପାର୍ଶ୍ଵରେ ଥିବା ଶୀ ଶ୍ରୀ ଶିରିଡି ସାଇ ବାବାଙ୍କର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି ।

ପ୍ରାତଃ ରୁ କାକ ଆଳତୀ ଠାକୁରଙ୍କର ସ୍ନାନ ନୂତନ ବତ୍ସ ଫୁଲ ହାର ଦିପ ଧୂପ ଫଳ ମୂଳ ମିଠା ଭୋଗ ଲାଗି କରାଯାଇ ଥିଲା । ତାପରେ ସୂର୍ଯ୍ୟ ପୂଜା ଗୋ ପୂଜା ସାଇ ବାବାଙ୍କୁ ଷୋଳସ ଉପ ଚାର ପୂଜା, ସାଇଙ୍କ ଶହଶ ନାମ ପଠନ, ମଣ୍ଡଳ ପୂଜା,କଳସ ଅଧିବାସ ପୂଜା , ଯଞ ଆବାହନ ଓ ବିଭିନ୍ନ ପୂଜା ଅର୍ଚନା କରାଯାଇ ଥିଲା ।

ପୂଜକ ଅଜୟ କୁମାର ନନ୍ଦ, କର୍ତ୍ତା ଗୋପାଳ ଚନ୍ଦ୍ର ପାତ୍ର । କର୍ତ୍ତି ନିରେଶା ପାତ୍ର ,ବାର ଆସୋସିଏସନ ର  ଟଙ୍କଧର ବେହେରା, ଗୋବିନ୍ଦ ଚନ୍ଦ୍ର ପାତ୍ର, କୃଷ୍ଣ ଚନ୍ଦ୍ର ଭଟ୍ଟ, ସର୍ବେଶ୍ଵର ଭଟ୍ଟ, ସୁଧାକର ସାହୁ, ମାମାଲି ସାହୁ, ଲୁସି ଭଟ୍ଟ ଓ କମିଟିର ସମସ୍ତ କର୍ମକର୍ତ୍ତ। ଙ୍କ ଉପସ୍ଥିତିର ଏହି ଗୁରୁ ପୂର୍ଣ୍ଣିମା ପର୍ବଟି ପାଳିତ ହୋଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.