Take a fresh look at your lifestyle.
Daily Archives

July 24, 2022

ପ୍ରାକ୍ତନ ସାଂସଦ ସୁବାଷ ନାୟକଙ୍କ ବିୟୋଗରେ ଶୋକ

ଢେଙ୍କାନାଳ : କଳାହାଣ୍ଡି ଜିଲ୍ଲାର ବରିଷ୍ଠ ନେତା ପ୍ରାକ୍ତନ କଂଗ୍ରେସ୍ ସାଂସଦ ସୁବାଷ ନାୟକଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକପ୍ରକଟ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ନରସିଂହ ରାଓଙ୍କ ସରକାରରେ ସୁବାଷ ବାବୁ ସଂସଦରେ ୧୯୯୧ ରୁ ୧୯୯୫ ପର୍ଯ୍ୟନ୍ତ…

ନୀରଜ ଚୋପ୍ରାଙ୍କ ରୌପ୍ୟ ପଦକ ହାସଲ, ଢେଙ୍କାନାଳ ସାଂସଦଙ୍କ ଅଭିନନ୍ଦନ

ଢେଙ୍କାନାଳ : ବର୍ମିଂହାମ ରାଜ୍ୟଗୋଷ୍ଠୀ ବିଶ୍ୱ କ୍ରୀଡାରେ ଜାଭଲିନ୍ ତାରକା ନୀରଜ ଚୋପ୍ରାଙ୍କ ସଫଳତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବ ଆଣିଛି । ଏବେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ ବିଶ୍ୱ କ୍ରୀଡା -୨୦୨୨ ଜାଭ୍ଲିନ୍ ଥ୍ରୋ ରେ ୮୮.୧୩ ମିଟର ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି । କିନ୍ତୁ ତିନି…

ଭୁବନ ମହିଳା ବିଜେଡି ତରଫର ଚାରାରୋପଣ

ଭୁବନ : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିଦେ୍ର୍ଧଶକ୍ରମେ ଦଳ ତରଫରୁ ସାରା ଓଡିଶାରେ ଚାରାରୋପଣ , ରକ୍ତଦାନ ଭଳି ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି କ୍ରମରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ…

ଗୁଡିସାହି-ଅନ୍ଧାରୀ ରାସ୍ତା ବର୍ଷା ଦିନରେ ବେହାଲ,ଯାତାୟାତ ସମ୍ଭବ ନୁହେଁ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅଧିନ ଗୁଡିସାହି ଓ ଅନ୍ଧାରି ରାସ୍ତା ରେ ବର୍ଷା ଦିନରେ ଯାତାୟାତ କରିବା ସମ୍ଭବ ହୁଏ ନାହିଁ ।ଏହି ରାସ୍ତାରେ ଅନେକ ଜାଗାରେ ଖାଲ ଖମା ହେଇଥିବାରୁ ବର୍ଷା ଦିନରେ ରାସ୍ତା ମଝିରେ ପାଣି ଭର୍ତ୍ତି ହେଇ ଯାଉଥିବାରୁ ଅନେକ…

ହତ୍ୟାକାରୀ ଜ୍ବାଇଁ ଗିରଫ ହେଇ କୋର୍ଟ ଚାଲାଣ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ପଙ୍ଗାତିରା ପଞ୍ଚାୟତ ଗୁଡି ସାହିରେ ଗତକାଲି ସାମାନ୍ୟ ବଚସାକୁ ନେଇ ଜ୍ୱାଇଁ ର ଟାଙ୍ଗିଆ ଚୋଟରେ ଶଶୁର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଶଶୁର ଗୁଡି ସାହିର ପର୍ଶୁରାମ ବାରିକ(୬୦) । ଏ ସଂକ୍ରାନ୍ତରେ ମୃତ ପର୍ଶୁରାମ ବାରିକଙ୍କ…