ଅଧାରେ ଅଟକିଲା ଶହ ଶହ ଗାଡି
ଢେଙ୍କାନାଳ : ଢେଙ୍କାନାଳ -କପିଳାସ ମୁଖ୍ୟ ରାସ୍ତାର କାଇମାଟି ଠାରେ ଥବା ଅଜୟ କିଶାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପରେ ଅପମିଶ୍ରଣ ଯୋଗୁ ଶନିବାର ଶହ ଶହ ଗାଡି ଅଧାରେ ଅଟକିଛି , ଫଳରେ ଚାଳକ ଅସୁବିଧାରେ ସମ୍ମୁଖିନ ହୋଇଛନ୍ତି ।
ଗାଡି ରେ ତେଲ ପକାଇ କିଛି ବାଟ ଗଲା ପରେ ଗାଡିରୁ କଳାଧୁଆଁ…