Take a fresh look at your lifestyle.

ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିରରେ ୫୯ ଟି ଅଭିଯୋଗ ର ସମାଧାନ

0 2

Get real time updates directly on you device, subscribe now.

ଭୁବନ :ଭୁବନ ପଂଚାୟତ ସମିତି ସଭାଗୃହଠାରେ ଆଜି ଜିଲ୍ଲାପାଳ ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ୬୨ ଟି ବ୍ୟକ୍ତିଗତ (ବାର୍ଦ୍ଧକ୍ୟ/ବିଧବା ଭତା,ରାସନ କାର୍ଡ,ଆବାସ ଯେଜନା ଗୃହ) ,୪ ଟି ସାମୁହିକ ସମସ୍ୟା ଓ ୬ ଟି ଚିକିସôା ସହାୟତା ସମୁଦାୟ ୭୨ ଟି ଅଭିଯୋଗ ମଧ୍ୟରୁ ୫୯ ଟି ଅଭିଯୋଗର ଶୁଣାଣି କରାଯାଇ ତକôାଳ ସମାଧାନ କରାଯାଇଥିଲା ।

ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ , ବିଡିଓ ଆଶୀର୍ବାଦ ପରିଡା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରେଡକ୍ରସ ଫଣ୍ଡରୁ ୨୧ ହଜାର ଟଙ୍କା ଚିକିସôା ସହାୟତା ଯୋଗାଇ ଦିଆଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.