Take a fresh look at your lifestyle.

ଓଡାପଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ନିର୍ମଳ କୁମାର ପୃଷ୍ଟିଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

0 4

Get real time updates directly on you device, subscribe now.

ଢେଙ୍କାନାଳ: ଓଡ଼ପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଡ଼ଃ ଶମ୍ଭୁ ପ୍ରସାଦ ପ୍ରଧାନ ଙ୍କ ସଭାପତିତ୍ୱରେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ନିର୍ମଳ କୁମାର ପୃଷ୍ଟିଙ୍କର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଗୁରୁବାର  ଅନୁଷ୍ଠିତ ହୋଇଯାଇଛି꘡

ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଆଧ୍ୟାପକ ଗୁରୁଚରଣ ରାଉତ ରାୟ, ପ୍ରାଧ୍ୟାପିକା ଡ଼ଃ ମାନସୀ କର,  ପ୍ରାଧ୍ୟାପକ ଡ଼ଃ ତପନ କୁମାର ପଣ୍ଡା, ଅଧ୍ୟାପକ ନୀଳକଣ୍ଠ ଦାସ ଉପତୌକନ, ମାନପତ୍ର ଇତ୍ୟାଦି ପ୍ରଦାନ କରି ତାଙ୍କର ଭବିଷ୍ୟତ ମଙ୍ଗଳ କାମନା କରିଥିଲେ꘡ଜଣେ ନିଷ୍ଠାପର କର୍ତ୍ତବ୍ୟନିଷ୍ଠ କର୍ମଚାରୀ ବୋଲି ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନେ ମତବ୍ୟକ୍ତ କରିଥିଲେ꘡

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.