Take a fresh look at your lifestyle.

ଚାଷୀଙ୍କ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଆତ୍ମହୁତି ଉଦ୍ୟମ

କେନାଲରୁ ଚାଷ ଜମିକୁ ପାଣି ନଯିବାରୁ

0 23

Get real time updates directly on you device, subscribe now.

କଙ୍କଡାହାଡ଼: କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଥିଲା କଙ୍କଡାହାଡ଼ ଗ୍ରାମର ଜଣେ ଚାଷୀ ସୁଦର୍ଶନ ପଣ୍ଡା(୪୫)ନିଜ ଚାଷ ଜମିକୁ କେନାଲରୁ ପାଣି ନଯିବାରୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କେହି ନଶୁଣିବାରୁ ଆତ୍ମହୁତି ଉଦ୍ୟମ କରିଥିଲେ ।

ବ୍ଲକ ପ୍ରଶାସନ ପକ୍ଷରୁ କେନାଲ ରୁ ମାଟି ଉଠାଯିବା ପ୍ରତିଶ୍ରୁତି ପାଇଲା ପରେ ଚାଷୀ ଆତ୍ମହୁତି ରୁ ଉଠିଥିଲେ।ସୂଚନା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ବ୍ଲକ ପ୍ରଶାସନ ତରଫରୁ କଲେଜ ପାଖ ପଡିଆ ପାଖରେ ଥିବା କେନାଲ ଉପରେ ମାଟି ପକାଇ ଅସ୍ଥାଇ ରାସ୍ତା ନିର୍ମାଣ କରିଥିଲେ ଏହା ଦ୍ୱାରା କେନାଲ ବ୍ଲକ ହେଇଯିବା ଦ୍ୱାରା ପାଣି କେନାଲରେ ନଯିବାରୁ ଚାଷୀ ମାନେ ଚାଷ କାର୍ୟ୍ଯରେ ପାଣି ପାଇଁ ବହୁତ ଅସୁବିଧାର ପଡୁଥିଲେ ।

ପଞ୍ଚାୟତ ନିର୍ବାଚନ ସରିବାର ୬ମାସ ବିତି ଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ କେନାଲରୁ ମାଟି ଉଠା ନଯିବା ପରିତାପର ବିଷୟ । ଏହି ଘଟଣା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଜେସିବ ମେସିନ ଦ୍ୱରା କେନାଲ ମଧ୍ୟରେ ଥିବା ମାଟି ଉଠଗଲା ଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.