Take a fresh look at your lifestyle.
Monthly Archives

February 2022

ପ୍ରଧାନ ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ଲେଙ୍କା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ : ଯୋରନ୍ଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ଲେଙ୍କା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଆଲୋକ ରଂଜନ ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠିତ…

ଯମୁନାକୋଟ : ପ୍ରଚାରରେ ଆଗୁଆ ସିପ୍ରା ଓ ନଟ

ଭୁବନ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି , ଗାଁଗହଳିରେ ପାର୍ଥୀଙ୍କ ପ୍ରଚାର ସେତିକି ଜମିବାରେ ଲାଗିଛି । ଭୁବନ ବ୍ଲକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଂଚାୟତଭାବେ ପରିଚିତ ଯମୁନାକୋଟ ରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପ୍ରଚାର ସରଗରମ ହେବାରେ ଲାଗିଛି ।…

ଶ୍ୱଶୁର ଘରେ ଜ୍ୱାଇଁ ର ଆତ୍ମହତ୍ୟା

ଢେଙ୍କାନାଳ :ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ରଘୁନାଥ ପୁର ଗାଁରେ ଶ୍ୱଶୁର ଘରେ ଜ୍ୱାଇଁ ବେକ ରେ ରାଶି ଦେଇ ଆତ୍ମହତ୍ୟା କରିଛନ୍ତି |ମୃତ ଜ୍ୱାଇଁ ହେଉଛନ୍ତି ମୋଟଙ୍ଗା ଥାନା ଅନ୍ତର୍ଗତ ଗଉଡ଼କାଟେଣୀ ଗାଁ ର ମିଥୁନ ନାଏକ (25) ବୋଲି ଜଣା ପଡିଛି | ଆତ୍ମହତ୍ୟା ର କାରଣ ଜଣାପଡ଼ିନାହିଁ…

ପଥର ଖଣିରେ ଚଢାଉ: ୪ ହିଟାଜି ମେସିନ ଜବତ, ୧୦ଲକ୍ଷ ଟଙ୍କା ଜରିମାନା

ଢେଙ୍କାନାଳ : ଦୀର୍ଘଦିନର ବ୍ୟବଧାନ ପରେ ପ୍ରଶାସନ ପକ୍ଷରୁ ଏକ ପଥର ଖଣି ଉପରେ ଚଢାଉ କରାଯାଇ ୪ ଟି ହିଟାଜି ମେସିନ ଜବତ କରାଯାଇ ୧୦ ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏନଫୋର୍ସମେଣ୍ଟ ସ୍କାର୍ଡର ଚଢାଉ କରାଯାଇ…

ଯୋରନ୍ଦା ମେଳାକୁ ଆଉ ୬ ଦିନ ବାକି : ମନ୍ଦିର କୁ ଜନସାଧାରଣଙ୍କୁ ପ୍ରବେଶ ମନା, କେବଳ ସନ୍ୟାସୀଙ୍କୁ ଅନୁମତି

ଢେଙ୍କାନାଳ: ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ ପ୍ରଶାସନ ପକ୍ଷରୁ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିମା ଗାଦୀ ବଡ଼ମଠ ଭଜନ ମଣ୍ଡପ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେବଳ ସାଧୁ, ସନ୍ଥମାନେ ଗାଦୀ ମନ୍ଦିରରେ ପ୍ରବେଶ କରି…

ଜାଗା ବିକ୍ରି କରି ସାନ ପୁଅକୁ ଟଙ୍କା ଦେଲେ, ବଡ଼ ପୁଅ ବାପାର ତଣ୍ଟି କାଟି ହତ୍ୟା କଲା

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୋରିଆ ଜୁଆଙ୍ଗ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି | ବାପା ତ୍ରିଲୋଚନ ପ୍ରଧାନ କୁ ପୁଅ ଅତି ନିଷ୍ଠୁର ଭାବେ ହତ୍ୟା କରିଛି | ପ୍ରଥମେ ବ୍ଲେଡ ରେ ବେକକୁ କାଟି ବା ପରେ ପଥର ରେ ଛେଚି ହତ୍ୟା କରିଛି ପୁଅ ପ୍ରକାଶ ପ୍ରଧାନ | ପ୍ରକାଶ ଯେ,…

ପାଣି ଓ ଡ୍ରେନେଜ ସମାସ୍ୟା ନେଇ ଓଡିଶା ଜନତା ପାର୍ଟି ର ସ୍ମାରକପତ୍ର ପ୍ରଦାନ

ଢେଙ୍କାନାଳ: ଓଡିଶା ଜନତା ପାର୍ଟି ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରତାପ କୁମାର ପଣ୍ଡାଙ୍କ ଆବାହକତ୍ୱରେ ଢେଙ୍କାନାଳ ଜିଲ୍ଲାର ସମସ୍ୟାକୁ ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି  । ପ୍ରକାଶଥାଉକି, ଢେଙ୍କାନାଳ ପୌରାଂଚଳ, କାମାକ୍ଷାନଗର…

ଭୂଷଳ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ

ଭୁବନ: ଭୁବନ ବ୍ଲକ ଭୁଷଳ ଗ୍ରାମର ଲୋକନାଥେଶ୍ୱର ଶିବ ମନ୍ଦିର ଠାରେ ମାଘ ସପ୍ତମୀ ଅବସରରେ ତିନି ଦିନ ବ୍ୟାପୀ ଅଷ୍ଟପ୍ରହର ନାମ ସଂକୀର୍ତନ ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଶ୍ରୀପଂଚମୀ ଦିନ ଶୁଭ ଅଧିବାସ ଓ କଳସ ସ୍ଥାପନ, ଷଷ୍ଠୀ ଦିନ ନାମଯଜ୍ଞ, ସପ୍ତମୀ…

ଫନି ବାତ୍ୟା ଦେଇ ଯାଇଛି ଅସରନ୍ତି ଦୁଃଖ! ରୋଜଗାରିଆ ପୁଅ ଏବେ ପଙ୍ଗୁ

କାମାକ୍ଷାନଗର : ଫନି ବାତ୍ୟାରେ ଯିବାର ଚାରି ବର୍ଷ ହୋଇଗଲାଣୀ କିନ୍ତୁ ଆଖିରୁ ଲୁହ ଆଜି ବି ଶୁଖି ନାହିଁ। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁର ମଙ୍ଗୁଳୁ ନାଏକ ବୟସ ୪୮ ବର୍ଷ। ଦୁଇ ପୁଅ, ସ୍ତ୍ରୀ ଓ ବୃଦ୍ଧ ପିତାମାତାଙ୍କୁ ନେଇ ପରିବାର। ଶ୍ରମିକ ଭାବରେ…