Take a fresh look at your lifestyle.
Daily Archives

February 22, 2022

ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷା ପ୍ରଦାନ କରାଯାଉ

ଢେଙ୍କାନାଳ : ଖବର ସଂଗ୍ରହ କ୍ଷେତ୍ରରେ ନିୟୋଜିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୁରକ୍ଷା ପ୍ରଦାନ କରବା ପାଇଁ ଢେଙ୍କାନାଳ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିଶେଷକରି ପଂଚାୟତ ନିର୍ବାଚନ ସମୟରେ ଖବର ସଂଗ୍ରହ କରୁଥିବା…

ନିହଲପ୍ରସାଦ ରେ ପୁନଃ ମତଦାନ : ସୁରକ୍ଷା ବ୍ୟବସ୍ଥା କଡାକଡି

 ଗଁଦିଆ : ଗଁଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମ ପଂଚାୟତରେ ଆସନ୍ତା କାଲି ଅନୁଷ୍ଠିତ ପୁନଃ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କଡାକୁଡି କରାଯାଇଛି । ଯେପରି ମତଦାନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ପୋଲିସ ବିଭାଗ ପକ୍ଷରୁ…

ଭୁବନ ବ୍ଲକ : ଶାନ୍ତିପୂର୍ଣ୍ଣ ଭାବେ ଭୋଟସରିଲା ୭୯ ପ୍ରତିଶତ ମତଦାନ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଆଜି କାଁଭାଁ ଗଣ୍ଡଗୋଳକୁ ବାଦ ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହ ସକାଳ ୭ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ଭୁବନରେ ୭୯ ପ୍ରତିଶତ ଭୋଟ ହୋଇଛି । ସେଥି ମଧ୍ୟରୁ ଧଳପଡା ରେ ସର୍ବାଧିକ ୮୭ ପ୍ରତିଶତ ଭୋଟ…