ନେତାଜୀ ଜନମାନସର ‘ଲୋକ ନାୟକ’
ଢେଙ୍କାନାଳ : ସ୍ୱାଧୀନତା ପାଇଁ ଆନ୍ଦୋଳନ ହେଉ ଅବା ସଶସ୍ତ୍ର ସଂଗ୍ରାମ, ଏଥିରେ ସାମିଲ ହୋଇ ତ୍ୟାଗ କରିବାକୁ ଭାରତବାସୀଙ୍କୁ ନେତାଜୀ ସବୁବେଳେ ପ୍ରେରିତ କରିପାରୁଥିଲେ । ତାଙ୍କର ଆହ୍ୱାନ, ଭାଷଣ ଶୁଣି ଯୁବକମାନେ ସେନା ବାହିନୀରେ ଯୋଗ ଦେବାକୁ ଉତ୍ସାହିତ ହେଉଥିଲେ ।
ଏଥିପାଇଁ ନେତାଜୀ ନିଜର…