Take a fresh look at your lifestyle.
Daily Archives

February 8, 2022

ପଥର ଖଣିରେ ଚଢାଉ: ୪ ହିଟାଜି ମେସିନ ଜବତ, ୧୦ଲକ୍ଷ ଟଙ୍କା ଜରିମାନା

ଢେଙ୍କାନାଳ : ଦୀର୍ଘଦିନର ବ୍ୟବଧାନ ପରେ ପ୍ରଶାସନ ପକ୍ଷରୁ ଏକ ପଥର ଖଣି ଉପରେ ଚଢାଉ କରାଯାଇ ୪ ଟି ହିଟାଜି ମେସିନ ଜବତ କରାଯାଇ ୧୦ ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏନଫୋର୍ସମେଣ୍ଟ ସ୍କାର୍ଡର ଚଢାଉ କରାଯାଇ…

ଯୋରନ୍ଦା ମେଳାକୁ ଆଉ ୬ ଦିନ ବାକି : ମନ୍ଦିର କୁ ଜନସାଧାରଣଙ୍କୁ ପ୍ରବେଶ ମନା, କେବଳ ସନ୍ୟାସୀଙ୍କୁ ଅନୁମତି

ଢେଙ୍କାନାଳ: ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ ପ୍ରଶାସନ ପକ୍ଷରୁ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିମା ଗାଦୀ ବଡ଼ମଠ ଭଜନ ମଣ୍ଡପ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେବଳ ସାଧୁ, ସନ୍ଥମାନେ ଗାଦୀ ମନ୍ଦିରରେ ପ୍ରବେଶ କରି…

ଜାଗା ବିକ୍ରି କରି ସାନ ପୁଅକୁ ଟଙ୍କା ଦେଲେ, ବଡ଼ ପୁଅ ବାପାର ତଣ୍ଟି କାଟି ହତ୍ୟା କଲା

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୋରିଆ ଜୁଆଙ୍ଗ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି | ବାପା ତ୍ରିଲୋଚନ ପ୍ରଧାନ କୁ ପୁଅ ଅତି ନିଷ୍ଠୁର ଭାବେ ହତ୍ୟା କରିଛି | ପ୍ରଥମେ ବ୍ଲେଡ ରେ ବେକକୁ କାଟି ବା ପରେ ପଥର ରେ ଛେଚି ହତ୍ୟା କରିଛି ପୁଅ ପ୍ରକାଶ ପ୍ରଧାନ | ପ୍ରକାଶ ଯେ,…

ପାଣି ଓ ଡ୍ରେନେଜ ସମାସ୍ୟା ନେଇ ଓଡିଶା ଜନତା ପାର୍ଟି ର ସ୍ମାରକପତ୍ର ପ୍ରଦାନ

ଢେଙ୍କାନାଳ: ଓଡିଶା ଜନତା ପାର୍ଟି ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରତାପ କୁମାର ପଣ୍ଡାଙ୍କ ଆବାହକତ୍ୱରେ ଢେଙ୍କାନାଳ ଜିଲ୍ଲାର ସମସ୍ୟାକୁ ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି  । ପ୍ରକାଶଥାଉକି, ଢେଙ୍କାନାଳ ପୌରାଂଚଳ, କାମାକ୍ଷାନଗର…

ଭୂଷଳ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ

ଭୁବନ: ଭୁବନ ବ୍ଲକ ଭୁଷଳ ଗ୍ରାମର ଲୋକନାଥେଶ୍ୱର ଶିବ ମନ୍ଦିର ଠାରେ ମାଘ ସପ୍ତମୀ ଅବସରରେ ତିନି ଦିନ ବ୍ୟାପୀ ଅଷ୍ଟପ୍ରହର ନାମ ସଂକୀର୍ତନ ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଶ୍ରୀପଂଚମୀ ଦିନ ଶୁଭ ଅଧିବାସ ଓ କଳସ ସ୍ଥାପନ, ଷଷ୍ଠୀ ଦିନ ନାମଯଜ୍ଞ, ସପ୍ତମୀ…