Take a fresh look at your lifestyle.
Daily Archives

February 4, 2022

ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିପାରି ନାହଁନ୍ତି

ଢେଙ୍କାନାଳ : ସାଧାରଣ ନିର୍ବାଚନ ପୂର୍ବରୁ ନିଯୁକ୍ତିର ସ୍ୱପ୍ନ ଦେଖାଇ ବେକାର ଯୁବକ ଯୁବତୀମାନଙ୍କ ଭୋଟ୍ ହାତେଇବା ମୋଦି ସରକାର ବା ବିଜେପି ଦଳର ଏକ ନିର୍ବାଚନୀ ଷ୍ଟ୍ରାଟେଜୀ । ସାଧାରଣ ନିର୍ବାଚନ - ୨୦୧୯ ପୂର୍ବରୁ ଜାନୁଆରୀ ମାସରେ ତତ୍କାଳୀନ ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ରେଳବାଇରେ…

ଗରୀବଙ୍କ ପାଇଁ ହରିଶ୍ଚନ୍ଦ୍ର ଯୋଜନା ସାତ ସପନ, ସ୍ୱାମୀ ଚାଲିଯିବା ଛ’ମାସ ପରେ ମଧ୍ୟ ମିଳୁନି ବିଧବା ଭତ୍ତା

ଢେଙ୍କାନାଳ: କାମାକ୍ଷା ନଗର ବ୍ଲକ କାନ୍ତିଓ ପୁଟସାହି ପଞ୍ଚାୟତ ଅନ୍ତର୍ଗତ ଜକା ଗ୍ରାମର ନର୍ମଦା ସାହୁ ଙ୍କ ସ୍ୱାମୀ ଗତ ୬ ମାସ ହେଲା ଆରପାରିକୁ ଚାଲିଗଲେଣି l ସରକାରୀ ଯୋଜନା ହରିଶ୍ଚନ୍ଦ୍ର ହିସାବରେ ସହାୟତା ମିଳିବା ଉଚିତ l ମାତ୍ର ନର୍ମଦା ଏପର୍ଯ୍ୟନ୍ତ ସେ ଯୋଜନାର କିଛି ସହାୟତା ପାଇଲେ…

ବାଲି ଚୋରା ଚାଲାଣ, ବାଲି ବୋଝେଇ ଟ୍ରାକ୍ଟର ଜବତ

ଢେଙ୍କାନାଳ:ଚୋରା ବାଲି ଚାଲାଣ ରେ ବ୍ୟବହୃତ ଏକ ଟ୍ରାକ୍ଟରଜବତ ହୋଇଛି | ଟ୍ରାକ୍ଟର ଟି କଙ୍କଡ଼ାହାଡ଼ ବ୍ଲକ ବିରିବୋଲେଇ ଗ୍ରାମର ବିରଞ୍ଚି ସାହୁଙ୍କର ବୋଲି ଜଣାପଡିଛି | ଟ୍ରାକ୍ଟର ନମ୍ବର OD06J2708  ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି | ତାଳଚେର ଅଞ୍ଚଳ ସମାକୋଇ ନଦୀରୁ ପ୍ରତିଦିନ…