Take a fresh look at your lifestyle.
Daily Archives

February 5, 2022

ଫାଟୁଆ ରୋଗରେ ଆକ୍ରାନ୍ତ ହୋଇ ଗୋରୁଗାଈଙ୍କ ମୃତ୍ୟୁ

କାମାକ୍ଷାନଗର : ଶୀତ ଋତୁରେ ଗୋରୁଗାଈଙ୍କ ଠାରେ ଏଫ୍‌ଏମ୍‌ଡି(ଫୁଡ୍ ମାଉଥ ଡିଜିଜ) ନାମକ ଏକ ପ୍ରକାର ସଂକ୍ରମିତ ରୋଗ ଦେଖାଯାଇଥାଏ। ଏହା ସାଧାରଣତଃ ଫାଟୁଆ ରୋଗ ବୋଲି କହିଥାନ୍ତି। ଏହି ରୋଗ ହେଲେ ଗୋରୁ ଗୋଡ଼ ଖୁରା ନିକଟରେ କ୍ଷତ ଦେଖାଯିବା ସହ ପାଟିରେ ମଧ୍ୟ ଘାଆ ହୋଇଥାଏ। ଏହି ରୋଗ ପାଇଁ…

ରେଡିଓ ନମସ୍କାର ଦେଶର ଅଗ୍ରଣୀ ରେଡିଓ ଘୋଷିତ

କୋଣାର୍କ: କୋଣାର୍କସ୍ଥିତ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶର ଅଗ୍ରଣୀ ଗୋଷ୍ଠୀ ବେତାର କେନ୍ଦ୍ର ଭାବେ ଘୋଷଣା କରିଛି । ଏହି ଖବର ଓଡିଶା ତଥ। ଓଡିଶା ବାହାରର ରେଡିଓ ପ୍ରେମୀ ଓ ଶ୍ରୋତାମାନଙ୍କ ମଧ୍ୟରେ ଖୁସି ଭରିଦେଇଛି ।…

ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ରଥ କାଠ ଅନୁକୂଳ

ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଜଗନ୍ନାଥ ମନ୍ଦିରରେ ଆଞ୍ଚଳିକ ରଥଯାତ୍ରା କମିଟି ଆନୁକୂଲ୍ୟରେ ଆଜି ଅଷ୍ଟମ ବାର୍ଷିକ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ କରାଯାଇଛି । ବିଧି ଅନୁଯାୟୀ ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ରଥ କାଠ ଅନୁକୂଳ ହୋଇଥାଏ । ଆଜି ଅପରାହ୍ନରେ ମନ୍ଦିର…

ସଦର ବ୍ଲକର ୧ନଂଜୋନ୍ ରେ ପ୍ରଚାର ମଇଦାନକୁ ଓହ୍ଲାଇଲେ ପୂର୍ତମନ୍ତ୍ରୀ ପ୍ରଫୁଲ ମଳ୍ଲିକ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକର ୧ନଂ ଜୋନ୍ ଜିଲାପରିଷଦ ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀନୀଙ୍କ ପାଇଁ ରାଜ୍ୟ ପୂର୍ତ, ଖଣି ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଦଳୀୟ ଜିଲ୍ଲାପରିଷଦ ପ୍ରାର୍ଥୀନୀ ପୂର୍ଣ୍ଣିମା ଦେହୁରୀଙ୍କ ସମେତ…