Take a fresh look at your lifestyle.
Daily Archives

February 7, 2022

ଫନି ବାତ୍ୟା ଦେଇ ଯାଇଛି ଅସରନ୍ତି ଦୁଃଖ! ରୋଜଗାରିଆ ପୁଅ ଏବେ ପଙ୍ଗୁ

କାମାକ୍ଷାନଗର : ଫନି ବାତ୍ୟାରେ ଯିବାର ଚାରି ବର୍ଷ ହୋଇଗଲାଣୀ କିନ୍ତୁ ଆଖିରୁ ଲୁହ ଆଜି ବି ଶୁଖି ନାହିଁ। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁର ମଙ୍ଗୁଳୁ ନାଏକ ବୟସ ୪୮ ବର୍ଷ। ଦୁଇ ପୁଅ, ସ୍ତ୍ରୀ ଓ ବୃଦ୍ଧ ପିତାମାତାଙ୍କୁ ନେଇ ପରିବାର। ଶ୍ରମିକ ଭାବରେ…

ମଉଳି ଯିବାକୁ ବସିଛି ଅନାଥ ପିଙ୍କିର ସ୍ବପ୍ନ

କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଉପର ଦଳିତ ସାହିର ସ୍ବର୍ଗତ ବିଜୁ ନାଏକଙ୍କ କନ୍ୟା ପିଙ୍କି। ହେତୁ ପାଇବା ପୂର୍ବରୁ ବାପା ପର କରି ଆରପାରିକୁ ଚାଲିଗଲେ। ସମ୍ପର୍କୀୟଙ୍କ କହିବା ଅନୁସାରେ ବିଜୁ କୌଣସି ଦୂରାରୋଗ୍ୟ ବ୍ୟାଧିରେ ଚିକିତ୍ସିତ…

ଭଙ୍ଗା କୁଡିଆ ତଳେ ବୃଦ୍ଧା ମା ଓ ଝିଅ

ଢେଙ୍କାନାଳ: ଗୋଟିଏ କି ଦୁଇଟି ନୁହେଁ ଅନେକ ଗରିବ ଅସହାୟ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁର ସ୍ବର୍ଗତ ଭୁବୁନୀ ଖମାରୀଙ୍କ ଅବିବାହିତା ଝିଅ ଅଞ୍ଜନା ଖମାରୀ(୪୧ ) । ସରକାର ଙ୍କ ଆବାସ ଯୋଜନା ଅଞ୍ଜନା ଙ୍କ ପାଇଁ…

ପଞ୍ଚଭୁତରେ ବିଲିନ ହେଲେ ସମାଜବାଦୀ ନେତା ଯୋଗେନ୍ଦ୍ର ତ୍ରିପାଠୀ

ଢେଙ୍କାନାଳ: ଓଡିଶାର ସମାଜବାଦୀ ଏବଂ ଶ୍ରମିକ ଆନେ୍ଦାଳନର ବିଶିଷ୍ଟ ନେତା ଓକିଲ ଯୋଗେନ୍ଦ୍ର ନାଥ ତ୍ରିପାଠୀ ପଞ୍ଚ ଭୁତରେ ବିଲିନ ହୋଇଛନ୍ତି । ଢେଙ୍କାନାଳ ସୁଆଗୀସ୍ତିତ ସ୍ମଶାନରେ ତାଭ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ଜ୍ୟେଷ୍ଠପୁତ୍ର ସମରେନ୍ଦ୍ର ମୁଖାଗ୍ନୀ ଦେଇଥିଲେ । କଟକରୁ ତାଙ୍କର…

ଆଇଆଇଏମ୍‍ସି ପକ୍ଷରୁ ଫଟୋଗ୍ରାଫିଆ ଆରମ୍ଭ

ଢେଙ୍କାନାଳ: ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ପକ୍ଷରୁ ଆରମ୍ଭ ହୋଇଛି ପଞ୍ଚମ ଫଟୋଗ୍ରାଫି କର୍ମଶାଳା ଫଟୋଗ୍ରାଫିଆ । ଏହି ପାଞ୍ଚଦିନିଆ କର୍ମଶାଳାରେ ଜାତୀୟ ପୁରସ୍କାରପ୍ରାପ୍ତ ଫଟୋ ସାମ୍ବାଦିକ ତଥା ହରିଦେବ ଯୋଶୀ ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଶ୍ୱବିଦ୍ୟାଳୟର ଆଡଜଙ୍କଡ…