Take a fresh look at your lifestyle.

ଶ୍ୱଶୁର ଘରେ ଜ୍ୱାଇଁ ର ଆତ୍ମହତ୍ୟା

0 38

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ରଘୁନାଥ ପୁର ଗାଁରେ ଶ୍ୱଶୁର ଘରେ ଜ୍ୱାଇଁ ବେକ ରେ ରାଶି ଦେଇ ଆତ୍ମହତ୍ୟା କରିଛନ୍ତି |ମୃତ ଜ୍ୱାଇଁ ହେଉଛନ୍ତି ମୋଟଙ୍ଗା ଥାନା ଅନ୍ତର୍ଗତ ଗଉଡ଼କାଟେଣୀ ଗାଁ ର ମିଥୁନ ନାଏକ (25) ବୋଲି ଜଣା ପଡିଛି |

ଆତ୍ମହତ୍ୟା ର କାରଣ ଜଣାପଡ଼ିନାହିଁ |ତରଭା ପୁଲିସି ଘଟଣା ସ୍ଥଳ ରେ ପହଂଛି ଶବ ଜବତ କରି ତଦନ୍ତ କରୁଛି | ବ୍ୟବଚ୍ଛେଦ ପରେ ଆତ୍ମହତ୍ୟା ର କାରଣ ଜଣା ପଡିବ ବୋଲି ତରଭା ଫାଣ୍ଡି ଅଧିକାରୀ ବି ଏନ ଘଡେଇ ପ୍ରକାଶ କରିଛନ୍ତି |

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.