ଜେଲ ଗଲା ସରପଞ୍ଚ ପ୍ରାର୍ଥୀଙ୍କ ପୁଅ
ଢେଙ୍କାନାଳ : ଗାଡି ମଡାଇ ମାରିବା ଅଭିଯୋଗ ରେ ସରପଞ୍ଚ ପ୍ରାର୍ଥୀଙ୍କ ପୁଅ କୁ ଜେଲ ଯିବାକୁ ପଡିଛି । ସେ ହେଉଛନ୍ତି ନାଗିଆପଶି ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରଦୀପ ପରିଡାଙ୍କ ପୁଅ ଦେବାଶିଷ ।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୃଷ୍ଣକୁମାରପୁର ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ…