Take a fresh look at your lifestyle.

ଶିବ ମନ୍ଦିରକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି ନିତ୍ୟାନନ୍ଦ

0 34

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ଜିଲା ସଦର ବ୍ଲକ ଅନ୍ତର୍ଗତ ନରଣପୁର ସ୍ଥିତ ଶିବ ମନ୍ଦିର ପରିସରରେ ଏକ ଆଧ୍ୟତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ନରଣପୁର ଗ୍ରାମର ନିତ୍ୟାନନ୍ଦ ଦାସ ନୂତନ ମନ୍ଦିରର ଉନ୍ନତି କରଣ ପାଇଁ ନଗଦ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଗ୍ରାମରେ ଥିବା ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ମନ୍ଦିରର ଉନ୍ନତି କରଣ କାର୍ଯ୍ୟ ହେଉଛି ।

ତାଙ୍କର ଏହି ଦାନକୁ ନେଇ ପରିଚାଳନା କମିଟର ଟ୍ରଷ୍ଟି କାମଦେବ ପରିଡା, ଉପସଭାପତି ପ୍ରଶନ୍ନ କୁମାର ଷଣ୍ଢ, କୋଷାଧ୍ୟକ୍ଷ ପ୍ରତାପ କୁମାର ସ୍ୱାଇଁ, ପରିଚାଳନା ସଭ୍ୟ ଶତୃଘନ ସ୍ୱାଇଁ, ସୌଭାଗ୍ୟ ରଞ୍ଜନ ମହାନ୍ତି ପ୍ରମୁଖ କୃତଜ୍ଞତା ପ୍ରକାଶ କରିଛନ୍ତିି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.