Take a fresh look at your lifestyle.
Daily Archives

September 3, 2023

ବି ପି ଏଲ ଙ୍କୁ ପାଣି ପାଇପ ସଂଯୋଗ ରେ ୫ କୋଟି ଟଙ୍କା ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ଦାବି

 ଢେ଼ଙ୍କାନାଳ : ଭୁବନ ଜନସ୍ବାସ୍ଥ୍ୟ ବିଭାଗ ସମ୍ପ୍ରତି ଦୁର୍ନୀତି,ପ୍ରୀୟାପ୍ରିତି ,ଅନିୟମିତା ଓ ସ୍ୱେଚ୍ଛାଚାରିତା ଚରମ ସୀମାରେ ପହଞ୍ଚିଛି । ଏହି କାର୍ଯ୍ୟାଳୟ ରେ ସରକାରଙ୍କ ବଦଳି ନୀତି ବଳି ପଡ଼ିଛି । ଜଣେ କର୍ମଚାରୀ ଅତି ବେଶି ରେ ୩ ବର୍ଷ ରୁ ୫ ବର୍ଷ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ କାର୍ଯ୍ୟ…

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ବୀର ବୈଷ୍ଣବ ବାସଭବନରେ

ଢେଙ୍କାନାଳ: "ମୋ ମାଟି-ମୋ ଦେଶ' କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଆଜି ସଂଧ୍ୟାରେ ଢେଙ୍କାନାଳସ୍ଥିତ ସ୍ୱାଧୀନତା ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକଙ୍କ ବାସଭବନରେ ପହଁଚି ତାଙ୍କ ଘରୁ ପବିତ୍ର ମାଟି ଅମୃତ କଳସରେ ସଂଗ୍ରହ କରିଥିଲେ । ଏହି କଳସକୁ ତାଙ୍କ…

ବରିଷ୍ଠ ନାଗରିକମାନେ ସମାଜର ଅବିଚ୍ଛେଦ୍ୟ ଅଙ୍ଗ

ଢେଙ୍କାନାଳ : ଢେଙ୍କାନାଳ କାରିଗରସାହିସ୍ଥିତ ଅଭିନନ୍ଦନ ଗାର୍ଡେନ୍ଠାରେ ଢେଙ୍କାନାଳ ବରିଷ୍ଠ ନାଗରିକ ମଂଚର ୧୯ତମ ପ୍ରତିଷ୍ଠା ଦିବସ ଏବଂ ୧୮ତମ ବାର୍ଷିକ ଉତ୍ସବ ସଭାପତି ପ୍ରହଲ୍ଲାଦ ତ୍ରିପାଠୀ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି । ଏଥିରେ ସଂପାଦକ କୃଷ୍ଣ ମୋହନ ସାହୁ ,ଡା. ବିଧୁଭୂଷଣ ନନ୍ଦ, ଡ.…

ସକ୍ରିୟ ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର : ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ…

କପିଳାସ ସଫେଇ କଲା ଗୋବିନ୍ଦ ସେବା ଦଳ

ଢେଙ୍କାନାଳ :କାଉଡିଆ ଭକ୍ତ ଙ୍କ ଦ୍ୱାରା ଶ୍ରାବଣୀ ସେବା ପରେ କପିଳାସ ପୀଠରେ ବହୁ ଅଳିଆ ଆବର୍ଜନା ପଡିରହିଥିଲା | ଏହି ବର୍ଜ୍ୟବସ୍ତୁ ଗୁଡିକୁ ଆଜି ରବିବାର ଦିନ 500ରୁ ଉର୍ଦ୍ଧ ବ୍ୟକ୍ତି ସଫେଇ କରିଛନ୍ତି | ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଂଚଳରୁ ଗୋବିନ୍ଦ ସେବାଦଳ ସଦସ୍ୟଙ୍କ ଦ୍ୱାରା ଏହି…

ଟାଇକୋଣ୍ଡୋ ଆସୋସିଏସନ୍ ତରଫରୁ ବେଲ୍ଟ ଟେଷ୍ଟ କାର୍ଯ୍ୟକ୍ରମ

ଢେଙ୍କାନାଳ :- ଢେଙ୍କାନାଳ ସହର ମୁଖ୍ୟ ଷ୍ଟାଡିୟମ୍ ନିକଟ ଟାଇକୋଣ୍ଡୋ ଗ୍ରାଉଣ୍ଡ ଠାରେ ଟାଇକୋଣ୍ଡୋ ବେଲଟ୍ ଟେଷ୍ଟ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୫୦ ଜଣ ପିଲା ଭାଗ ନେଇଥିଲେ । ଢେଙ୍କାନାଳ ଟାଇକୋଣ୍ଡୋ ଆସୋସିଏସନ୍ ସଂପାଦକ ସାହିର୍ ମହମ୍ମଦ ଓ ଦିଲ୍ଲୀପ ସାର୍ ଙ୍କ ଉପସ୍ଥିତି ଏବଂ କୋଚ୍ ସିଲଭି…

ଅନ୍ତର୍ଜାତୀୟ ଜାଭେଲିନ ଖେଳାଳି କିଶୋର ଜେନାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 ଭୁବନେଶ୍ୱର : ହଙ୍ଗେରୀର ବୁଦାପେଷ୍ଟ ଠାରେ ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ପଞ୍ଚମ ସ୍ଥାନ ଅଧିକାର କରି ସଫଳତା ହାସଲ କରିଥିବା ପ୍ରଥମ ଓଡ଼ିଆ ଆଥଲେଟ୍ କିଶୋର ଜେନାଙ୍କୁ ଭେଟି ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା…

ବରିଷ୍ଠ ରାଜନେତା ସୂଯର୍‌ୟ ନାରାୟଣ ମହାପାତ୍ରଙ୍କ ବିୟୋଗରେ ସାମ୍ବାଦିକ ରବି ରଥଙ୍କ ଶୋକ 

ବ୍ରହ୍ମପୁର : ବିଶିଷ୍ଟ  ରାଜନେତା ସୂଯର୍‌ୟ ନାରାୟଣ ପାତ୍ରଙ୍କ ପରଲୋକରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ସଭାପତି, ନବୀନର ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକ ରବି ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି ଏକ ଶୋକବର୍ାତ୍ତାରେ ଶ୍ରୀ ରଥ କହିଛନ୍ତି ଯେ ତାଙ୍କର ସମ୍ପର୍କ 1977 ମସିହାରେ…

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର :  ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ସେ କହିଛନ୍ତି ଯେ ଶ୍ରୀ ପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।…