Take a fresh look at your lifestyle.
Daily Archives

September 17, 2023

ବଜ୍ରପାତରେ ୧୩ ଗାଈଗୋରୁ ସମେତ ଜଣେ ଚାଷୀ ମୃତ

ଢେଙ୍କାନାଳ : ସଦର ବ୍ଲକ ଆରଦା ଗ୍ରାମରେ ରବିବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ବର୍ଷା ହେଉଥିବା ବେଳେ ହଠାତ୍ ବଜ୍ରପାତ ହୋଇ ୧୩ ଗାଈ ଗୋରୁ ମୃତ୍ୟୁବରଣ କରିଛନ୍ତି । ସେହିପରି ସଦର ବ୍ଲକ ସାଙ୍କୁଲେଇ ଗ୍ରାମରେ ବିଲରେ କାମ କରୁଥିବା ଚାଷୀ ଶରତ ବଶ୍ୱାଳ(୪୩)ଙ୍କର ମଧ୍ୟ ବଜ୍ରପାତରେ…

ମହିମାଗାଦି ରେ ଲାଗି ହେଲା ନବାନ୍ନ

ଢେଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମାଗାଦୀରେ ପାଳନ ହେଲା ନୁଆଖାଇ ପର୍ବ । ମହିମା ଗୋସାଇଁଙ୍କ ନିକଟରେ ନୁଆ ଚୁଡାରୁ ପ୍ରସ୍ତୁତ ନବାନ୍ନ ଲାଗି ହେବା ପରେ ସମୂହ ସେବନ କଲେ ମହିମା ସାଧୂ ଓ ଭକ୍ତ। ନବାନ୍ନ ପାଇଁ ଯୋରନ୍ଦା ଗାଦି ହୋଇ ଉଠିଛି ଲୋକାରଣ୍ୟ।ମହିମା ଅଲେଖ ଧ୍ୱନୀରେ…

ଭୁବନ ରେ ବିଶ୍ଵକର୍ମା ପୂଜା

ଭୁବନ : ଭୁବନ ରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଯାକଜମକରେ ପାଳିତ ହେଉଛି। ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଭୁବନ । ଜନସ୍ବାସ୍ଥ୍ୟ ବିଭାଗ,ବିଦ୍ୟୁତ୍ ବିଭାଗ,ଘରୋଇ ଗାଡ଼ି ମାଲିକ ଜନ ମଙ୍ଗଳ ସଂଘ,ଡ଼୍ରାଇଭର ସଂଘ ପକ୍ଷରୁ ପ୍ରଭୁ ବିଶ୍ଵକର୍ମା ଙ୍କ ମୂର୍ତ୍ତି ପୂଜା…

ଅପୂର୍ବ ରଞ୍ଜନ ଭୁବନ ଏନ୍ ଏ ସି ର ନୂଆ ନିର୍ବାହୀ ଅଧିକାରୀ

ଭୁବନ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଅପୂର୍ବ ରଞ୍ଜନ ଆଏଚ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀଯୁକ୍ତ ଆଏଚ ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ତହସିଲ ରେ ଅତିରିକ୍ତ ତହସିଲଦାର ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ…