Take a fresh look at your lifestyle.
Daily Archives

September 21, 2023

ଫୁଟବଲ ଟୁର୍ଣ୍ଣମେଣ୍ଟ ଉଦଯାପିତ

ଢେଙ୍କାନାଳ : କଙ୍କଡାହାଡ ବ୍ଲକ୍ ଅନ୍ତର୍ଗତ ବିରାଶାଳ ଗ୍ରାମର ରାଜା ଶଙ୍କର ପ୍ରତାପ ବିନ୍ଧାଣିଆ ଉନ୍ନତି କ୍ଲବ ପକ୍ଷରୁ ୨୪ତମ ଫୁଟବଲ ଟୁର୍ଣ୍ଣମେଣ୍ଟ ଗତକାଲି ଉଦଯାପିତ ହୋଇଯାଇଅଛି । ଗତ ତିନିଦିନ ଧରି ଏହି ଫୁଟବଲ ଟୁର୍ଣ୍ଣମେଣ୍ଟ ଚାଲିଥିଲା । ବହୁ ଖ୍ୟାତନାମ ଫୁଟବଲ ଟିମ୍ ଓଡିଶାରୁ ଏଥିରେ…

ମାତୃଭବନ ଉଚ୍ଚ ବିଦ୍ୟାଳୟର ସଫଳତା

ଢେଙ୍କାନାଳ: ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ମାତୃଭବନ ଉଚ୍ଚ ବିଦ୍ୟାଳୟର ୬ଜଣ ଛାତ୍ରୀ ଭାଗନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଦ୍ୟାଳୟର ଛାତ୍ରୀ ବର୍ଷା, ମିକି, ସଂଧ୍ୟା, ଲାଡ୍ଲି, ଅର୍ଚ୍ଚନା ଓ ଲଳିତା ଅତିଥିମାନଙ୍କ ଠାରୁ ମାନପତ୍ର ଓ ଅର୍ଥରାଶି ଗ୍ରହଣ କରିଛନ୍ତି । ଏହି…

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ “”ବ୍ୟାଡ୍ମିଟନ” କ୍ରୀଡା ପ୍ରତିଯୋଗିତା

ଢେଙ୍କାନାଳ : ଜିଲ୍ଲା ବ୍ୟାଡ୍ମିଟନ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାମାନଙ୍କର ବ୍ୟାଡ୍ମିଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାର ଉଦ୍ଘାଟନ ଉତ୍ସବ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତି…

ବଣିଆ ସଂଘ ଗୋଲ୍ଡ ଷ୍ଟାର୍ କ୍ଲବର ବିଶ୍ୱକର୍ମା ପୂଜା ଭସାଣୀ ଉତ୍ସବ

ଢେଙ୍କାନାଳ : ଢେଙ୍କାନାଳ ମୀନାବଜାରଠାରେ ବଣିଆ ସଂଘ ଗୋଲ୍ଡ ଷ୍ଟାର କ୍ଲବ୍ ପକ୍ଷରୁ ୩୭ ତମ ବିଶ୍ୱକର୍ମା ପୂଜା ମହାଆଡମ୍ବର ସହ ଗତ ୧୭ ତାରିଖରେ ପାଳିତ ହୋଇଥିଲା । ତିନିଦିନ ଧରି ପୂଜା ହୋଇଥିଲା । ଏହି ପୂଜା ମହା ଆଡମ୍ବରପୂର୍ଣ୍ଣ ଭାବରେ ଅନୁଷ୍ଠାନର କର୍ମକର୍ତାମାନଙ୍କ ଦ୍ୱାରା ସଂପାଦନ…

ମହିମା ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର

ଢେଙ୍କାନାଳ : ଯୋରନ୍ଦା ମହିମା ଗାଦି ସ୍ତିତ ମହିମା ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର ଅଧ୍ୟକ୍ଷ ଡ.ସଦାନନ୍ଦ ମିଶ୍ରଙ୍କ ସଭାପତିତ୍ୟରେ ଅନୁଷ୍ଠିତ ହୋଇଛି ।ଅଧ୍ୟକ୍ଷ ଡ.ମିଶ୍ରଙ୍କ "ଡିଗ୍ରୀ ସ୍ତରରେ ଶିକ୍ଷାଗତ ଓ ବୃତ୍ତିଗତ ଉପାଦାନ ଗୁଟିକ ଉପରେ ଏକ ମିଳିତ ଅଧ୍ୟୟନ" ଶୀର୍ଷକ ପରାମର୍ଶ…

ବାଇଁଶିଆ ପଞ୍ଚାୟତ ଠାରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ସଭାଗୃହ ପରିସରରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଗୀତାଞ୍ଜଳି ପାଢ଼ୀ, ଭୁବନ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମନୋରମା ମୁକୁଟ…