Take a fresh look at your lifestyle.
Daily Archives

September 7, 2023

ହାତୀ ତଥା ବନ୍ୟଜନ୍ତୁଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀ ଙ୍କ ଜିଲ୍ଲାପାଳଙ୍କ ଅଫିସରେ ବିକ୍ଷୋଭ

ଢ଼େଙ୍କାନାଳ : ହାତୀ ତଥା ବନ୍ୟଜନ୍ତୁମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀ ସଂଘ ତରଫରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଓଡ଼ାପଡ଼ା, କାମାକ୍ଷାନଗର, ଢ଼େଙ୍କାନାଳ ଇତ୍ୟାଦି ବ୍ଲକର ଗୁଣଦେଇ ପଂଚାୟତ, ସଦାଶିବପୁର ପଂଚାୟତ, ଓଡ଼ାପଡ଼ା…

ପଂଚାୟତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଏକ ମାସ ସ୍ଥଗିତ

ଢେଙ୍କାନାଳ: ନିଖିଳ ଉକ୍ରଳ ପଂଚାୟତ ନିର୍ବାହୀ ଅଧିକାରୀ ରାଜ୍ୟ ସଂଘ, ଓଡିଶାଙ୍କ ଆହ୍ୱାନ କ୍ରମେ ତା.୧୮.୦୮.୨୦୨୩ରିଖ ଠାରୁ ତା.୦୭.୦୯.୨୦୨୩ରିଖ ୨୧ ଦିନ ପର୍ଯ୍ୟନ୍ତ ଦୁଇ ଦଫା ଦାବୀ ନେଇ ଆନେ୍ଦାଳନକୁ ଓହ୍ଲାଇଥିଲା । ସରକାରଙ୍କ ଦ୍ୱାରା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ବାରମ୍ବାର…

ମଣ୍ଡପାଳ ଗ୍ରାମରେ ନନ୍ଦୋତ୍ସବ ପାଳନ ହୋଇଅଛି

 ଢେଙ୍କାନାଳ :  ତା ୭.୯.୨୦୨୩ ସଦର ବ୍ଲକ ଅନ୍ତର୍ଗତ ମଣ୍ଡପାଳ ଗ୍ରାମରେ । ପୂର୍ବକାଳର ପଥା ଓ ବହୁବର୍ଷ ଧରି ରାଧାକୃଷ୍ଣ ଭଗବାନ ଶ୍ରୀକୃଷ୍ଣଜିବନୀ ବିଷୟରେ ଜାଣିବାରେ ଆଗ୍ରହ ଧର୍ମ ପାଳନ କରାଯାଇ ଆସୁଅଛି। ପ୍ରତିବର୍ଷ ବର୍ଷ ପରି ଗ୍ରାମ ରେ ଏହି ଦିନଟିକୁ ବଳରାମ, କୃଷ୍ଣ, ଅନ୍ୟ ରାଧା, ଗୋପାଳ.…

ଇସ୍ରୋର ବୈଜ୍ଞାନିକ ମାନଙ୍କୁ ଇ-ପୋଷ୍ଟ ଶୁଭେଚ୍ଛା ବାର୍ତ୍ତା

ଢେଙ୍କାନାଳ: ଭାରତର ସ୍ୱଦେଶୀ ଜ୍ଞାନକୌଶଳ ଏବଂ ଇସ୍ରୋ ବୈଜ୍ଞାନିକ ମାନଙ୍କ ଦ୍ୱାରା ବିକଶିତ ଚନ୍ଦ୍ରଯାନ-୩ ଗତ ୨୩ ଅଗଷ୍ଟ ଭାରତୀୟ ସମୟ ସନ୍ଧ୍ୟା ୦୬:୦୪ ଘଟିକାରେ ଚନ୍ଦ୍ର ପୃଷ୍ଠରେ ସଫଳତାର ସହିତ ଅବତରଣ କରିବା ସହିତ ବିଶ୍ୱର ପ୍ରଥମ ରାଷ୍ଟ୍ର ହିସାବରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି…

ଗୋପାଳ ସମାଜ ତରଫରୁ ନନ୍ଦୋତ୍ସବ ପାଳନ

ଭୁବନ : ପରମ୍ପରା ବିଧି ଅନୁସାରେ ଜନ୍ମାଷ୍ଟମୀ ବାସି (ପରଦିନ )ଗୋପାଳ ମାନେ କୃଷ୍ଣ ଭଗବାନଙ୍କ ଆଗମନର ଖୁସିରେ ବିଭୋର ହୋଇ ନନ୍ଦୋତ୍ସବ ପାଳନ କରିଥାଆନ୍ତି ।  ସମଗ୍ର ଭାରତରେ ଏହି ପର୍ବ ଧୁମଧାମରେ ପାଳନ କରାଯାଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ଭୁବନ ରେ ଗୋପାଳ ସମାଜ ତରଫରୁ ଯୁବ ଯାଦବ…

ଭର୍ଚୁଆଲ ମୋଡ଼ ବୈଠକରେ ପବିତ୍ର ଗୁରୁ ଦିବସ ପାଳନ ଅବସରରେ ଆଲୋଚନା ଚକ୍ର

ଢେଙ୍କାନାଳ : ଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଫୋରମ୍ ର ଭର୍ଚୁଆଲ ମୋଡ଼ ବୈଠକ ପବିତ୍ର ଗୁରୁ ଦିବସ ପାଳନ ଅବସରରେ ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ରାତ୍ର ଆଠଟା ସମୟରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ଙ୍କ…

ଜିଲ୍ଲା ବ୍ୟାଡ୍ମିଂଟନ୍ ସଂଘ ଢେଙ୍କାନାଳର ନୂତନ କର୍ମକର୍ତା ଚୟନ

ଢେଙ୍କାନାଳ : ଗତ ୬ ତାରିଖ ଦିନ ଢେଙ୍କାନାଳ ନୂଆପୋଖରୀ ନିକଟ ନୂତନ ଇଣ୍ଡୋର୍ ହଲ୍ ଠାରେ ଜଲ୍ଲା ବ୍ୟାଡ୍ମିଂଟନ ସଂଘର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଘର ବାଇ-ଲ ଅନୁଯାୟୀ ନିର୍ବାଚନ ବଦଳରେ ଚୟନ ହେବା ପାଇଁ କର୍ମକର୍ତାମାନେ ମତପ୍ରକାଶ କରିଥିଲେ । ସଭାପତି ଭାବେ ଦୀପକ…

“ସର୍ବପଲ୍ଲୀ ଗୁରୁ ଗୌରବ ସମ୍ମାନ – ୨୦୨୩’

ଢେଙ୍କାନାଳ : ଅଦ୍ୟ ମଙ୍ଗଳବାର ପୂର୍ବାହ୍ନରେ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଉକ୍ରଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଗୋବିନ୍ଦପୁର ଠାରେ ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କ ଜୟନ୍ତୀ ପବିତ୍ର ଗୁରୁଦିବସ ଅବସରରେ ଗୁରୁପୂଜନ ତଥା ସର୍ବପଲ୍ଲୀ ଗୁରୁ ଗୌରବ ସମ୍ମାନ-୨୦୨୩ ଉତ୍ସବ ମହାସମାରୋହରେ ପାଳିତ…