Take a fresh look at your lifestyle.
Daily Archives

September 2, 2023

ସ୍ୱାୟତ୍ତ ଶାସନ ଦିବସ ସମାରୋହ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ

ଭୁବନ : ରାଜନୈତିକ ଦଳ ବଡ଼ ନୁହେଁ,ମାଟି ବଡ଼ ବୋଲି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି । ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଯାତ୍ରା ପଡିଆ ଠାରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ସ୍ୱାୟତ୍ତ ଶାସନ…

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ୧୬୨ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର : ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିବା କାଳଜୟୀ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ବହୁ ସାହିତି୍ୟକ, କବିଙ୍କ ଲେଖନୀ ଯେ।ଗୁଁ ଅ।ଜି ଓଡ଼ିଅ। ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିପାରିଛି ବେ।ଲି ବକ୍ତାମାନେ ମତ ଦେଇଛନ୍ତି । ଓଡ଼ିଶାର ସର୍ବପୁରାତନ ସାହିତ୍ୟ ସମ୍ବାଦପତ୍ର…

ଖୁଦୁରୁକୁଣୀ ଓଷା

ଖୁଦୁରୁକୁଣୀ ଓଷା : ଆସନ୍ତା କାଲି ଓଡ଼ିଆ ଅବିବାହିତ ଝିଅ ମାନେ ନିଜ ନିଜ ଭାଇମାନଙ୍କ କଲ୍ୟାଣ ପାଇଁ ଦେବୀ ମଙ୍ଗଳା ଙ୍କୁ ଆରାଧନା କରି ଚଳିତ ସପ୍ତାହ ପବିତ୍ର ପାରମ୍ପାରିକ ଖୁଦୁରୁକୁଣୀ ଓଷା ପାଳନ କରିଥାଆନ୍ତି, ଖୁଦୁରୁକୁଣୀ ଓଷା ର ଓଡ଼ିଶା ସହିତ ଏକ ସାମାଜିକ-ସାଂସ୍କୃତିକ ସମ୍ପର୍କ ରହିଛି |…

ଭୂଷଳ ସେବା ସମବାୟ ସମିତି ଗୃହ ଉଦଘାଟନ

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପ୍ରାଥମିକ ସେବା ସମବାୟ ସମିତି ର ନୂତନ ଗୃହ ଉଦଘାଟନ ହୋଇଯାଇଛି । ଏ ୟୁ ସି ସି ବ୍ୟାଙ୍କ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ନୂତନ ଗୃହ କୁ ଉଦଘାଟନ କରିଥିଲେ। ଭୂଷଳ ସେବା ସମବାୟ ସମିତି ସଭାପତି ସହଦେବ ପରିଡ଼ା…

ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ସେ ଦିଗପହଣ୍ଡିର ବର୍ତ୍ତମାନ ବିଧାୟକ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥା ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ…

ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ : ଗତ ବୁଧବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ସୂର୍ଯ୍ୟ ମେମୋରିଆଲ୍ ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ପ୍ରବଳ ପ୍ରତିଦ୍ୱନ୍ଦିତା ଓ ଉକ୍ରଣ୍ଠା ମଧ୍ୟରେ ଭୁବନେଶ୍ୱର ସେଂଚୁରିଆନ୍ ୟୁନିଭର୍ସିଟି ଦେବଗଡ ଡ୍ୟାସର୍ସକୁ ଶେଷ ସେଟ୍ ୩୧-୨୯ ରେପରାସ୍ତ କରି ପ୍ରଥମ ତିନୋଟି ସେଟ୍ରେ ବିଜୟୀ…

ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ଢେଙ୍କାନାଳ : ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଦୃଷ୍ଟିହୀନ ବିଭାଗର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିବାକର ସାହୁ, ବଧିର ବିଭାଗର ଶରତ କୁମାର ନାଥ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶଙ୍କର୍ଷଣ ନାୟକ ନିଜ ନିଜ ପଦବୀରୁ ଅବସର ଗ୍ରହଣ କରିଥିବାରୁ ବିଦ୍ୟାଳୟ ପକ୍ଷରୁ ଏକ ବିଦାୟ…

ପି.ଇ.ଓ ମାନଙ୍କ ଆନେ୍ଦାଳନ ୧୫ ଦିନରେ

ଢେଙ୍କାନାଳ : ଦୁଇ ଦଫା ଦାବୀ ନେଇ ନିଖିଳ ଉକ୍ରଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ଆହ୍ୱାନ କ୍ରମେ ଢେଙ୍କାନାଳ ଜିଲ୍ଲାର ସମସ୍ତ କାର୍ଯ୍ୟରତ ପିଇଓ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଗଣଧାରଣା ଯୋଗୁଁ ୧୫ ଦିନ ହେଲା ଆନେ୍ଦାଳ ଜାରି ରଖିଛନ୍ତି । ଫଳରେ ଗ୍ରାମପଂଚାୟତର…

ରେଙ୍ଗାଳୀ କଲୋନୀ ବାସିନ୍ଦାଙ୍କ ଥଇଥାନ ଦାବି

 ଢେଙ୍କାନାଳ : କାମାକ୍ଷାନଗର ଏନ୍.ଏ.ସି. ଅନ୍ତର୍ଗତ ରେଙ୍ଗାଳୀ କଲୋନୀର ଦୀର୍ଘ ଦିନ ବସବାସ କରିଆସୁଥିବା ଅନ୍ତେବାସୀଗଣଙ୍କୁ ଅପରିଚିତ ବ୍ୟକ୍ତିମାନେ ସ୍ଥାନାନ୍ତର ହେବାପାଇଁ ତାଗିଦ୍ କରୁଅଛନ୍ତି । ଦୀର୍ଘଦିନ ଧରି ଉକ୍ତ ସ୍ଥାନରେ ସ୍ଥାୟୀ ଭାବରେ ରହିଆସୁଥିଲେ ମଧ୍ୟ ଦୁର୍ଦ୍ଦିନରେ ମୁଣ୍ଡ…

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଉକ୍ରଳ ସମାଜ ପକ୍ଷରୁ ଚେତାବନୀ

ଢେଙ୍କାନାଳ : ରାଜ୍ୟ ସରକାର ବସୁଧା ଯୋଜନା ଦ୍ୱାରା ପ୍ରତି ଘରକୁ ପାଇପ୍ ଜଳର ଯୋଗାଣର ସଫଳତା ସମ୍ପର୍କରେ ଡିଣ୍ଡିମ ପିଟୁଥିଲା ବେଳେ ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୫ କି.ମି. ଦୂରରେ ଅବସ୍ଥିତ ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତର ମରାଙ୍ଗପାଳ ଗ୍ରାମର ଜନସାଧାରଣ…