Take a fresh look at your lifestyle.
Daily Archives

September 15, 2023

ମହିମାଗାଦିରେ ୧୭ତାରିଖ ବ୍ରାହ୍ମ ମୂହୁର୍ତ୍ତରେ ପ୍ରଭୁଙ୍କୁ ନବାନ୍ନ ଅର୍ପଣ

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ବିଶ୍ଵ ପ୍ରସିଦ୍ଧ ମହିମାଗାଦିରେ ନବାନ୍ନ ଉତ୍ସବ ପାଇଁ ଲଗ୍ନ ସ୍ଥିର ହୋଇଛି। ଆସନ୍ତା ୧୭ତାରିଖ ପ୍ରାତଃ ବ୍ରାହ୍ମ ମୂହୁର୍ତ୍ତରେ ପାରମ୍ପରିକ ଭାବେ ଅହ୍ମଣିଆ ମଣ୍ଡପ ଠାରେ ନୂତନ ଚୁଡ଼ା,ଗୁଡ଼,କଦଳୀ,ଶେଓ,ନଡ଼ିଆ, ଅଙ୍ଗୁର ପ୍ରଭୁତି ସୁସ୍ୱାଦୁ ଫଳ,…

ଓଡିଶା ମୋ ପରିବାର ପକ୍ଷରୁ ୧୮୧ ୟୁନିଟ୍ ରକ୍ତ ସଂଗ୍ରହ

ଢେଙ୍କାନାଳ: ଢେଙ୍କାନାଳ ରକ୍ତଭଣ୍ଡାରରେ ରକ୍ତର ଅଭାବ ଖବର ଜାଣି ବିଜୁ ଜନତା ଦଳ ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ଓମ୍ ପ୍ରକାଶ ନାୟକ ଓ ଛାତ୍ରନେତା ଅଭିଜିତ୍ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱବାଧନ ଓ…

ଗାଇଗୋରୁ ଓ ଛେଳି ମେଣ୍ଢା ଫାଟୁଆ ରୋଗରେ ଆକ୍ରାନ୍ତ

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମପଂଚାୟତର ଗେଙ୍ଗୁଟିଆ, ଦୁଧପାଳ, କେଂଚୁଆବେରେଣୀ, ପୋଡାଖୁଂଟିଆ ଗ୍ରାମରେ ଗାଇଗୋରୁ, ଛେଳି-ମେଣ୍ଢା ଆଦି ଗୃହପାଳିତ ପଶୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଅଂଚଳ ଅଧିବାସୀମାନେ ଚାଷୀ ତଥା ଗୃହପାଳିତ ପଶୁମାନଙ୍କ ଉପରେ ନିର୍ଭର କରି ଚାଷ…

ଇ.ପି.ଏଫ୍. ପେନସନର୍ସ ମାନଙ୍କ ଗାନ୍ଧୀମୂର୍ତୀ ତଳେ ଧାରଣା

ଢେଙ୍କାନାଳ : ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ର ଢେଙ୍କାନାଳ ଶାଖା ତରଫରୁ ସ୍ଥାନୀୟ ବସ୍ଷ୍ଟାଣ୍ଡ ନିକଟସ୍ଥ ମହାତ୍ମାଗାନ୍ଧୀଙ୍କ ମୂର୍ତୀ ତଳେ ପୂର୍ବାହ୍ନ ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏକ ଦୁଇ ଘଂଟିଆ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାରା ଦେଶରେ…

ବରିଷ୍ଠ ସାମ୍ୱାଦିକ ପ୍ରଦୀପ୍ତ କୁମାର ପରିଡାଙ୍କ ବିୟୋଗରେ କ୍ଷୁଦ୍ର ଓ ମଧ୍ଯମ ସମ୍ୱାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର : ବରିଷ୍ଠ ସାମ୍ୱାଦିକ ପ୍ରଦୀପ୍ତ କୁମାର ପରିଡାଙ୍କ ବିୟୋଗରେ କ୍ଷୁଦ୍ର ଓ ମଧ୍ଯମ ସମ୍ୱାଦ ପତ୍ର ମହାସଂଘ ଓଡିଶା ରାଜ୍ଯ ସଭାପତି ତଥା 'ନବୀନ'ର ସଂପାଦକ ରବି ରଥ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ବିୟୋଗରେ ଓଡିଶା ସାମ୍ୱାଦିକତା ଜଗତର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି।…