Take a fresh look at your lifestyle.

ଟାଇକୋଣ୍ଡୋ ଆସୋସିଏସନ୍ ତରଫରୁ ବେଲ୍ଟ ଟେଷ୍ଟ କାର୍ଯ୍ୟକ୍ରମ

0 4

Get real time updates directly on you device, subscribe now.

ଢେଙ୍କାନାଳ :- ଢେଙ୍କାନାଳ ସହର ମୁଖ୍ୟ ଷ୍ଟାଡିୟମ୍ ନିକଟ ଟାଇକୋଣ୍ଡୋ ଗ୍ରାଉଣ୍ଡ ଠାରେ ଟାଇକୋଣ୍ଡୋ ବେଲଟ୍ ଟେଷ୍ଟ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୫୦ ଜଣ ପିଲା ଭାଗ ନେଇଥିଲେ । ଢେଙ୍କାନାଳ ଟାଇକୋଣ୍ଡୋ ଆସୋସିଏସନ୍ ସଂପାଦକ ସାହିର୍ ମହମ୍ମଦ ଓ ଦିଲ୍ଲୀପ ସାର୍ ଙ୍କ ଉପସ୍ଥିତି ଏବଂ କୋଚ୍ ସିଲଭି ସାହିରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ପିଲାମାନେ ଏଠାରେ ନୂଆ ନୂଆ କିକ୍ ସହିତ ପଂଚ୍ ଶିକ୍ଷା ଲାଭ କରି ବାହାରେ ବହୁ କଂପିଟିସନ୍ ଯଥା ଖେଲୋ ଇଣ୍ଡାଆ ଓ ଏସିଆନ୍ ଗେମ୍ରେ ଭାଗ ନେବା ପାଇଁ ଇଛୁକ ଅଛନ୍ତି । ଝିଅପିଲାମାନେ ନିଜ ସୁରକ୍ଷା ପାଇଁ ଶିକ୍ଷା ଲାଭ କରିଥାନ୍ତି ଏବଂ ପୁଅପିଲାମାନେ ମଧ୍ୟ ଏଠାରେ ବହୁତ ଭଲ ଶିକ୍ଷା ଲାଭ କରି କିପରି ଉପରକୁ ଯାଇ ବଡ ବଡ ପ୍ରତିଯୋଗିତାରେ ଭାଗ ନେଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଅଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.