Take a fresh look at your lifestyle.
Monthly Archives

August 2023

ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କୁ ବିରୋଧ କରି ଜିଲପାଳ ଙ୍କ ନିକଟରେ ଅଭିଯୋଗ

ଢେଙ୍କାନାଳ : ସଦର  ୫୫ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ରେ ଗୁଣଦେଇ ଗ୍ରାମ ପଞ୍ଚାୟତ ସରହଦରେ ଏକ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କୁ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି`I ଫଳରେ ୨୦୨୦ ମସିହାରୁ ରୁ ଆଜି ସୁଦ୍ଧା ନିର୍ମାଣ କାମ ସ୍ଥଗିତ ରହିଛି । ୫୫ନଂ ଜାତୀୟ ରାଜପଥର ଗଇଲୋ…

ଶିକ୍ଷକ ପଦବୀ ପୂରଣ ପାଇଁ ଜିଲାପାଳଙ୍କ ନିକଟରେ ଗୁହାରୀ

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଣସିଂହ ଗ୍ରାମ ପଞ୍ଚାୟତ ବଡନାଗେନାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ବିଦ୍ୟାଳୟରେ ୮ ଟିଶ୍ରେଣୀ ପାଇଁ ମାତ୍ର ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଫଳରେ ୪ ଜର ଶିକ୍ଷକ ୮…

୭୭ତମ ସ୍ବାଧୀନତା ଦିବସ ଉପଲକ୍ଷେ ଗଣଦୌଡ ଅନୁଷ୍ଠିତ।

ଢେଙ୍କାନାଳ : ଆଜି ସକାଳ ୬ ଘଟିକା ସମୟରେ ୭୭ ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ଢେଙ୍କାନାଳ ବନଖଣ୍ଡ ବିଭାଗ ସୈଜନ୍ୟ ପୋଲିସ ପ୍ରଶାସନ ସହଯୋଗରେ ଏକ ଗଣଦୌଡ ଅନୁଷ୍ଠିତ ହୋଇଅଛି। ଢେଙ୍କାନାଳ ମିନି ଷ୍ଟାଡିୟମ ଠାରୁ ଏହି ଗଣଦୌଡ ଆରମ୍ଭ ହୋଇଥିଲା। ପଞ୍ଚ କିଲୋମିଟର ବ୍ୟାପୀ ଏହି ଗଣଦୌଡ ରେ ୧୨୩…

ଔଷଧ ବ୍ୟବସାୟୀଙ୍କ ଅକାଳ ବିୟୋଗ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ତାରିଣୀ ବଜାରର ଜଣାଶୁଣା ଔଷଧ ବ୍ୟବସାୟୀ ଅମର ପ୍ରସାଦ ଶତପଥୀ ଓରଫ ବୁବୁଲି (୫୮) ଙ୍କ ଆଜି ପରଲୋକ ହୋଇଯାଇଛି । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେ ଗତ ଏକ ମାସ ହେଲା ପୀଡିତ ଥିଲେ । ସେ ଜଣେ ଶାନ୍ତ ସରଳ ଓ ପରୋପକାରୀ…

ଉଫୁନା ପକ୍ଷରୁ ଯୁବ ଦିବସ ପାଳିତ

ଢେଙ୍କାନାଳ: ଉଫୁନା ପକ୍ଷରୁ ବିଶ୍ୱ ଯୁବ ଦିବସ ନୂଆ ଢଙ୍ଗରେ ପାଳିତ ହୋଇଯାଇଛି । ଏଥିରେ ଉଫୁନାର ସର୍ବଭାରତୀୟ ସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ବରିଷ୍ଠ ନାଗରିକମାନେ ଅଭ୍ୟାସ ବଦଳରେ ଯୁବ ସୁଲଭତା ଅନୁଭବ କରିଥାନ୍ତି । ସାଧାରଣତଃ ଆମ ଦେଶରେ ସଂଖ୍ୟାଧିକ…

ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ସମୁହ ଔଷଧ ସେବନ କାର୍ଯ୍ୟକ୍ରମ

ଢେଙ୍କାନାଳ : ସହରର ୯ନଂ ୱାର୍ଡ ଅନ୍ତର୍ଗତ ""ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ''ର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଜି ପୂର୍ବାହ୍ନ ସାଢେ ୧୦ଟାରେ ଫାଇଲେରିଆ ନିରୋଧି ସମୁହ ଔଷଧ ବଂଟନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉଚ୍ଚତା ଅନୁଯାୟୀ ୨ ରୁ ୪ଟି ଆଇଭର୍ମେକ୍ଟିନ୍ ବଟିକା…

ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ ସଂଘର ବୈଠକ

ଢେଙ୍କାନାଳ : ଢେଙ୍କାନାଳ ସହର ରଥଗଡାସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉ ମଠ ପ୍ରାଙ୍ଗଣରେ ଥିବା ଭାଗବତ ମଣ୍ଡପ ଠାରେ ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ କର୍ମକର୍ତା ଚୟନ କରାଯାଇ ଅନୁଷ୍ଠାନକୁ ପଞ୍ଜିକରଣ କରିବା ପାଇଁ ନିଷ୍ପତି କରାଗଲା ।…

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ “”ଆଜାଦୀ କା ଅମୃତ ମହୋତ୍ସବ

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ""ଆଜାଦୀ କା ଅମୃତ ମହୋତ୍ସବ'' ନିମନ୍ତେ ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟ, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ଆଣ୍ଡ କଲ୍ଚରାଲ୍ ଷ୍ଟଡିଜ୍ ଆନୁକୂଲ୍ୟରେ ଭାରତର ସ୍ୱାଧୀନତା ସଂଗ୍ରାମର ଅନାଲୋଚିତ ସଂଗ୍ରାମୀମାନଙ୍କ ଉପରେ ଏକ ଜାତୀୟ…

ଇନ୍ଦିପୁର ରେ “ମେରା ମାଟି, ମେରା ଦେଶ୍”କାର୍ଯ୍ୟକ୍ରମ

ଢେଙ୍କାନାଳ : ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇନ୍ଦିପୁର ରେ "ମେରା ମାଟି, ମେରା ଦେଶ୍"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନ ର ଅଧକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସର୍ବପ୍ରଥମେ ଏହି କାର୍ଯ୍ୟକ୍ରମ ର…

ପୁରୁଷୋତ୍ତମ ଏକାଦଶୀ ନିତି ପାଳିତ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ପୁରୁଷୋତ୍ତମ ଏକାଦଶୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ ହାର ଲାଗି କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ୧୦ଟା ବେଳେ ଖେଚେଡ଼ି ଭୋଗ…