Take a fresh look at your lifestyle.
Daily Archives

August 31, 2023

ସୂର୍ଯ୍ୟ ସ୍ମାରକୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ : ଢେଙ୍କାନାଳ ସହର ଉପଖଣ୍ଡ ଭଗବାନପୁରଠାରେ ଦୁଇଦିନିଆ ସୂର୍ଯ୍ୟ ସ୍ମାରକୀ ନିଖିଳ ଓଡିଶା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ବୁଧବାର ସଂଧ୍ୟା ୬ଟାରେ ଉଦ୍ଘାଟିତ ହୋଇଯାଇଅଛି । ଏଥିରେ ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ବ୍ରିଗେଡିୟର୍ କାମାକ୍ଷାପ୍ରସାଦ ସିଂହଦେଓ ମୁଖ୍ୟ ଅତିଥି ଓ…

ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଗୋ ପୂଜନ

ଭୁବନ : ହିନ୍ଦୁ ଜାଗରଣ ମଞ୍ଚ ଆନୁକୁଲ୍ୟରେ ଏବଂ କାଶୀ ବିଶ୍ଵନାଥ ମନ୍ଦିର ( ଛତାମଠ) ସହଯୋଗରେ ରକ୍ଷା ବନ୍ଧନ ଓ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନ ସିନେମା ହଲ ସମ୍ମୁଖ ପଡ଼ିଆରେ ହିନ୍ଦୁ ଜାଗରଣ ମଞ୍ଚ,ଓଡ଼ିଶା ପୂର୍ବ ସଂଗଠନ ଶ୍ରୀମାନ ତନ୍ମୟ ଦାଶ ଙ୍କ ଅଧ୍ୟକ୍ଷତାରେ…

ଗ୍ୟାସ ଦର ୨ ଶହ ଟଙ୍କା ହ୍ରାସ ମା ଭଉଣୀ ଙ୍କୁ ମୋଦି ଙ୍କ ଉପହାର : ଧର୍ମେନ୍ଦ୍ର ପ୍ରଧାନ

ଭୁବନ: ରକ୍ଷା ବନ୍ଧନ ର ଦିନକ ପୂର୍ବରୁ ଘରୋଇ ଗ୍ୟାସ ଦର ୨ ଶହ ଟଙ୍କା ହ୍ରାସ କରି କୋଟି କୋଟି ମା ଭଉଣୀ ଙ୍କୁ ମୋଦି ସରକାର ରକ୍ଷା ବନ୍ଧନ ଉପହାର ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଭୁବନ ମିନି ଷ୍ଟାଡିୟମ ଠାରେ ବିଜେପି…

କ୍ୟାଡର ପୁନର୍ବିନ୍ୟାସ ଦାବୀ: ଆନ୍ଦୋଳନକୁ ଓହ୍ଲେଇଲେ କୃଷି ବିଭାଗର ସମସ୍ତ ଅଧିକାରୀ

ଢେଙ୍କାନାଳ : ଓଡିଶା କୃଷି ସେବା ସଂଘ ଡାକରରାରେ କ୍ୟାଡର ପୁନର୍ବିନ୍ୟାସ ଦାବୀରେ ଗୁରୁବାର ସାରା ରାଜ୍ୟର କୃଷି ବିଭାଗର ସମସ୍ତ ଅଧିକାରୀମାନେ ସାମୁହିକ ଛୁଟି ସହିତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲେଇଛନ୍ତି ।ଏହି ଅବସରରେ ଆଜି ଢେଙ୍କାନାଳ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ…