Take a fresh look at your lifestyle.
Daily Archives

August 14, 2023

ପିଙ୍ଗୁଆ ଡିଗ୍ରୀ କଲେଜର ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ

 ଢେଙ୍କାନାଳ:  ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଭାରତବର୍ଷର ୭୫ତମ ଆଜାଦ କି ଅମୃତ ମହୋତ୍ସବ ପାଳନ ଉପଲକ୍ଷେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭଗବାନ ମିଶ୍ର ଉକ୍ତ…

ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କୁ ବିରୋଧ କରି ଜିଲପାଳ ଙ୍କ ନିକଟରେ ଅଭିଯୋଗ

ଢେଙ୍କାନାଳ : ସଦର  ୫୫ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ରେ ଗୁଣଦେଇ ଗ୍ରାମ ପଞ୍ଚାୟତ ସରହଦରେ ଏକ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କୁ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି`I ଫଳରେ ୨୦୨୦ ମସିହାରୁ ରୁ ଆଜି ସୁଦ୍ଧା ନିର୍ମାଣ କାମ ସ୍ଥଗିତ ରହିଛି । ୫୫ନଂ ଜାତୀୟ ରାଜପଥର ଗଇଲୋ…

ଶିକ୍ଷକ ପଦବୀ ପୂରଣ ପାଇଁ ଜିଲାପାଳଙ୍କ ନିକଟରେ ଗୁହାରୀ

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଣସିଂହ ଗ୍ରାମ ପଞ୍ଚାୟତ ବଡନାଗେନାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ବିଦ୍ୟାଳୟରେ ୮ ଟିଶ୍ରେଣୀ ପାଇଁ ମାତ୍ର ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଫଳରେ ୪ ଜର ଶିକ୍ଷକ ୮…

୭୭ତମ ସ୍ବାଧୀନତା ଦିବସ ଉପଲକ୍ଷେ ଗଣଦୌଡ ଅନୁଷ୍ଠିତ।

ଢେଙ୍କାନାଳ : ଆଜି ସକାଳ ୬ ଘଟିକା ସମୟରେ ୭୭ ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ଢେଙ୍କାନାଳ ବନଖଣ୍ଡ ବିଭାଗ ସୈଜନ୍ୟ ପୋଲିସ ପ୍ରଶାସନ ସହଯୋଗରେ ଏକ ଗଣଦୌଡ ଅନୁଷ୍ଠିତ ହୋଇଅଛି। ଢେଙ୍କାନାଳ ମିନି ଷ୍ଟାଡିୟମ ଠାରୁ ଏହି ଗଣଦୌଡ ଆରମ୍ଭ ହୋଇଥିଲା। ପଞ୍ଚ କିଲୋମିଟର ବ୍ୟାପୀ ଏହି ଗଣଦୌଡ ରେ ୧୨୩…