Take a fresh look at your lifestyle.
Daily Archives

August 24, 2023

କଙ୍କଡ଼ାହାଡ଼ ଗ୍ରାମ ଖତିଆ ପାତ୍ର ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇ ମୃତ ବରଣ କରିଛନ୍ତି।

କଙ୍କଡ଼ାହାଡ଼ : ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡ଼ାହାଡ଼ ଗ୍ରାମ ପଞ୍ଚାୟତ କଙ୍କଡ଼ାହାଡ଼ ଗ୍ରାମ ଖତିଆ(୭୫)ପାତ୍ର ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇ ଆଜି ସକାଳ ୫ଘଟିକା ସମୟରେ କଙ୍କଡ଼ାହାଡ଼ ସ୍ଥିତ ବାସଭବନରେ ମୃତ ବରଣ କରିଛନ୍ତି। ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ଖବର ପାଇ…

ୟୁରିଆ ସାର ଗଛିତ ରଖିବାକୁ ଜିଲାପାଳ ସରୋଜ ସେଠୀ ଙ୍କ ନିର୍ଦେଶ

ଢେଙ୍କାନାଳ :  ଜିଲା କାର୍ଯ୍ୟାଳୟର ସଦଭାବନା ଗୃହରେ ଗୁରୁବାର ଅପରାହ୍ନରେ ଜିଲା କୃଷି ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଚି । ଜିଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି ୟୁରିଆ ସାରର ଯେପରି କଳାବଜାର ନହୋଇବ ସେଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେବା ସହିତ କୃଷି ସମବାୟ ସମିତି…

ଚନ୍ଦ୍ରଯାନ -୩ ଅନ୍ୟତମ ମଙ୍ଗୁଆଳ ଭୁବନ ର ଡ.ଶରତ ଦାଶ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା

ଭୁବନ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ଚନ୍ଦ୍ରଯାନ-୩ ଲ୍ୟାଣ୍ଡର କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ନିରାପଦ ଅବତରଣ କରି ଇତିହାସ ରହିଛି । ବିଶ୍ଵର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୂରେ ଅବତରଣ କରିଛି ଭାରତ । ଏଥି ପାଇଁ ସାରା ବିଶ୍ବରୁ ଅଭିନନ୍ଦନ ଓ ପ୍ରଶଂସା ର…