Take a fresh look at your lifestyle.
Daily Archives

August 20, 2023

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୬୦୦ ଲିଟର ସ୍ପିରିଟ ଜବତ ୨ ଗିରଫ

ଭୁବନ :  ଭୁବନ ର ପ୍ରସିଦ୍ଧ ଶୈବପୀଠ ବୁଦ୍ଧେଶ୍ୱର ମନ୍ଦିର ନିକଟସ୍ଥ ଇଣ୍ଡୋର ଷ୍ଟାଡିୟମ୍ ପଛପଟେ ବେଆଇନ ଭାବେ ମଦ ରନ୍ଧା ଯାଉଥିବା ସମ୍ପର୍କରେ ଖବର ପାଇ ଭୁବନ ଅବକାରୀ ବିଭାଗ ତରଫରୁ ଆଜି ଅଚାନକ ଚଢ଼ାଉ କରାଯାଇଥିଲା ବେଳେ ୬୦୦ ଲିଟର ସ୍ପିରିଟ ଜବତ କରାଯାଇଥିଲା । ମଦ ରନ୍ଧା ଓ ଅପମିଶ୍ରଣ ପାଇଁ…

ପାଣ୍ଡିଆନ ଙ୍କୁ କାଳୀ ମାଡ଼ ଅସହିଷ୍ଣୁତା ର ପ୍ରତିଫଳନ

ଭୁବନ :  ଗତକାଲି ପୁରୀ ସତ୍ୟବାଦୀ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଙ୍କ ଉପରେ ହୋଇଥିବା କାଳୀ ମାଡ଼ କୁ ଭୁବନ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତୀବ୍ର ନିନ୍ଦା କରିଛି। ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ,ନଗରପାଳ ଶୁଭେନ୍ଦୁ କୁମାର…

୩୧ ରୁ ସମୂହ ଛୁଟି ରେ ଯିବେ ଅସନ୍ତୁଷ୍ଟ କୃଷି ସେବା ସଂଘ

ଢେଙ୍କାନାଳ: ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ, ଭାରତ ସରକାରଙ୍କ ୨୦୧୬ ରେ ପ୍ରଚଳିତ ବିଜ୍ଞପ୍ତି ଦ୍ଵାରା କୃଷି ଭିତ୍ତିକ ଶିକ୍ଷାକୁ ଏକ ବୃତ୍ତିଗତ ଶିକ୍ଷାର ମାନ୍ୟତା ପ୍ରଦାନ କରିଛନ୍ତି । ତଦନୁଯାୟୀ ରାଜ୍ୟ ସରକାରଙ୍କ ବୃତ୍ତିଗତ ଶିକ୍ଷା ପ୍ରାପ୍ତ କ୍ୟାଡର୍ ମାନଙ୍କ ସହ ସମକକ୍ଷ କରି କୃଷି…

ସାଇବାବା କ’ଣ ଥିଲେ ?

ଶ୍ରୀ ଗଣେଶ ଭଗବତୀ ସରସ୍ୱତୀ ତଥା ଗୁରୁ ମହାରାଜଙ୍କ ଚରଣରେ ମୋର ସାଷ୍ଟାଙ୍ଗ ପ୍ରଣାମ । ପୁଣି ମୋର କୁଳ ଦେବତା ଶ୍ରୀ ସୀତା-ରାମଚନ୍ଦ୍ରଙ୍କ ଶ୍ରୀଚରଣରେ ମୋର ସାଷ୍ଟାଙ୍ଗ ନମନ । ଶେଷରେ ଶ୍ରୀ ସଚ୍ଚିଦାନନ୍ଦ ସଦ୍ଗୁରୁ ଶ୍ରୀ ସାଇନାଥ ମହାରାଜଙ୍କ ଚରଣରେ ନତ-ମସ୍ତକ ହୋଇ ତାଙ୍କର ସ୍ତୁତି କରୁଛି ।…

ବିଜେପି ନେତା ଙ୍କ ଝିଅ ଙ୍କୁ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ : ଅଧ୍ୟାପିକା ଶାଶୁ ଓ ଜ୍ବାଇଁ ଗିରଫ

ଭୁବନ :ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲତାବିଲ ଅଞ୍ଚଳର ଜନୈକ ବିଜେପି ନେତା ଙ୍କ ଝିଅ କୁ ତା ଶାଶୁ ଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେବା ସହ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ଅପରାଧରେ ଶାଶୁ ଓ ସ୍ବାମୀ ଙ୍କୁ ଜେଲ ଯିବାକୁ ପଡ଼ିଛି। ପ୍ରାପ୍ତ ସୂଚନା ରୁ…