Take a fresh look at your lifestyle.
Daily Archives

August 17, 2023

କାରାଗାରରେ ସ୍ୱାସ୍ଥ୍ୟ ଶିବିର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାରାଗାରରେ ବୁଧବାର ପୂର୍ବାହ୍ନରେ କଏଦୀମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ୫୫ଜଣ କଇଦୀଙ୍କ ଚର୍ମଜନିତ ରୋଗର ପରୀକ୍ଷାନିରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ଦିଆଯାଇଥିବାର କାରାପାଳ ପ୍ରସନ୍ନ କୁମାର ସାହୁ ସୂଚନା ଦେଇଛନ୍ତି ।…

ଭାରତୀୟ ତୈଳ ନିଗମର ସଂସ୍କାରମୂଳକ କାର୍ଯ୍ୟକ୍ରମ

ଢେଙ୍କାନାଳ : ସ୍ୱାଧୀନତା ଦିବସର ପରଦିନ ଅଗଷ୍ଟ ୧୬ ତାରିଖରେ ଭାରତୀୟ ତୈଳ ନିଗମ ପକ୍ଷରୁ ଦେଶବ୍ୟାପୀ ଥିବା କାରାଗାରଗୁଡିକରେ ଏକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ପରିବର୍ତନ-ପ୍ରିଜିନ୍ ଟୁ ପ୍ରାଇଡ୍ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ଢେଙ୍କାନାଳ ଜିଲ୍ଲା କାରାଗାରରେ କାରା ଅଧିକ୍ଷକ ଉର୍ମିଳା…

ଆଇ ଆଇ ଏମ୍ ସି ରେ ସ୍ପଟ୍ ନାମାଙ୍କନ ପାଇଁ ଆବେଦନ

ଢେଙ୍କାନାଳ : ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳ ରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ସ୍ପଟ୍ ଆଡ଼ମିଶନରେ ନାମ ଲେଖାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସର୍ବମୋଟ ୧୧ଟି ଆସନରେ ନାମ ଲେଖାଇବା ନିମିତ୍ତ ସୂଚନା ଜାରି କରାଯାଇଛି। ଏଥି ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଅଗଷ୍ଟ ୨୫…