Take a fresh look at your lifestyle.
Daily Archives

August 28, 2023

” ମୁକ୍ତା “ଯୋଜନା ରେ ୪୪ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ କୋଟି ୪୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ

ଭୁବନ  : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର "ମୁକ୍ତା"ଯୋଜନା ରେ ୪୬ ଟି ପ୍ରକଳ୍ପ ପାଇଁ ୪୪ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ କୋଟି ୪୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା…

ଆପ୍ ପକ୍ଷରୁ ଚନ୍ଦ୍ରାୟନ-୩ ର ସଫଳତା ପାଇଁ ଢ଼େଙ୍କାନାଳର ଝିଅ ସୁଶ୍ରୀ ରଶ୍ମି ବେହେରାଙ୍କୁ ଶୁଭେଚ୍ଛା

ଢେଙ୍କାନାଳ : ସାରା ବିଶ୍ବରେ ପ୍ରଥମ ଦେଶ ଭାବରେ ଭାରତ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଛି। ଏହି ସଫଳତାରେ ଓଡିଆ ଝିଅ ତଥା ଢ଼େଙ୍କାନାଳର ଝିଅ ସୁଶ୍ରୀ ରଶ୍ମୀ ବେହେରାଙ୍କର ଅତୁଳନୀୟ ଅବଦାନ ରହିଛି । ଢେଙ୍କାନାଳ ସ଼ହରର ରାମେଶ୍ୱରପୁରସ୍ଥ ଅବସରପ୍ରାପ୍ତ ସରକାରୀ ଶିକ୍ଷକ ଶଙ୍କର୍ଷଣ…

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତକାର

ଗଁଦିଆ ବ୍ଳକ ର କାର୍ଯ୍ୟରତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ନାୟକ ଙ୍କୁ ଆଜି ଅଠେଇଶିଅଗଷ୍ଟ ରେ ମଧ୍ୟାହ୍ନ ସମୟରେ ଗଁଦିଆ ବ୍ଳକ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ ତରଫରୁ ସୌଜନ୍ୟମୂଳକ ସାକ୍ଷାତକାର ହୋଇଅଛି। ଏହି ସାକ୍ଷାତକାର ରେ ଢେଙ୍କାନାଳ ଜିଲ୍ଲା ଜାତୀୟ ପୁରସ୍କାର…

ଅଗଷ୍ଟ 30ରେ ଅନୁଷ୍ଠିତ ହେବ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ଢେଙ୍କାନାଳ : ଅଗଷ୍ଟ 30 ତାରିଖ ବୁଧବାର ଦିନ ଢେଙ୍କାନାଳ ଜିଲ୍ଲା ସଦର ମହକୁମାସ୍ଥିତ ବସ ଷ୍ଟାଣ୍ଡ ନିକଟସ୍ଥ ଟ୍ରାଫିକ ଛକରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବ l ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ମାନ୍ୟବର ସାଂସଦ ଶ୍ରୀ ମହେଶ ସାହୁ,ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ…

ଭୁବନେଶ୍ୱର ରେ ଭୁବନିଆ ଙ୍କ ମେଳି,ବନ୍ଧୁ ମିଳନ

ଭୁବନ : ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ଶତାଧିକ ମୂଳ ଅଧିବାସୀ ସମ୍ପ୍ରତି ଟୁଇନ୍ ସିଟି କଟକ , ଭୁବନେଶ୍ୱର ରେ ରହି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଦୀର୍ଘ ଦିନ ବ୍ୟବଧାନରେ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହ ପରିସରରେ ଭୁବନ ଅଧିବାସୀ ମାନଙ୍କ ର ଏକ ବନ୍ଧୁମିଳନ…