Take a fresh look at your lifestyle.

କଙ୍କଡ଼ାହାଡ଼ ଗ୍ରାମ ଖତିଆ ପାତ୍ର ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇ ମୃତ ବରଣ କରିଛନ୍ତି।

0 5

କଙ୍କଡ଼ାହାଡ଼ : ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡ଼ାହାଡ଼ ଗ୍ରାମ ପଞ୍ଚାୟତ କଙ୍କଡ଼ାହାଡ଼ ଗ୍ରାମ ଖତିଆ(୭୫)ପାତ୍ର ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇ ଆଜି ସକାଳ ୫ଘଟିକା ସମୟରେ କଙ୍କଡ଼ାହାଡ଼ ସ୍ଥିତ ବାସଭବନରେ ମୃତ ବରଣ କରିଛନ୍ତି। ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ଖବର ପାଇ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ସୁଖ ଦୁଃଖର ସାଥୀ ବରିଷ୍ଠ ଲୋକପ୍ରିୟ ବିଜେଡି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ ପହଞ୍ଚି ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ଆଶ୍ଵାସନା ତଥା ଧର୍ଯ୍ୟ ପ୍ରଦାନ କରି ଅମର ଆତ୍ମାର ସତ୍ଗତି କାମନା କଲେ।

- Advertisement -

Leave A Reply

Your email address will not be published.