ଆଜି ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରପୁତ୍ର ମାନଙ୍କୁ ମାଲ୍ୟାପଣ.
ଢେଙ୍କାନାଳ: ଆଜି ଦେଶ ପାଳୁଛି ୭୬ ତମ ସ୍ଵାଧୀନତା ଦିବସ, ଏହି ଅବସରରେ ଢେଙ୍କାନାଳ ଠାରେ ବିଭିନ୍ନ ସ୍ଥାନରେ ଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ କୃଷି ଓ କୃଷକ ଶଶକ୍ତି କରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମାଲ୍ୟାପଣ କରିଥିଲେ ।
ବସ୍ ଷ୍ଟାଣ୍ଡ ରେ ଥିବା ଗାନ୍ଧି ପାର୍କରେ ମହାତ୍ମା…