Take a fresh look at your lifestyle.

ଉପଖଣ୍ଡ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଧୀନତା ଦିବସ ପାଳିତ

0 23

Get real time updates directly on you device, subscribe now.

କାମାକ୍ଷାନଗର(ରାଜ କିଶୋର ରାଉତ): ପଲ୍ଲୀ ରୁ ଦିଲ୍ଲୀ ଆଜି ଦେଶ ପାଳୁଛି 76ତମ ସ୍ୱାଧୀନତା ଦିବସ l ଏହି ଅବସରରେ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ଠାରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି l

ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତି ଶୁଭମୟ ନନ୍ଦ ଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାବିତ ଡ଼ ପ୍ରଫୁଲ୍ଲ କୁମାର ପାଣି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ l

ଅନ୍ୟ ଅତିଥି ଭାବେ କାମାକ୍ଷାନଗର ଆମ୍ବେଦକର ମୂଳନୀବାସୀ ଦଳିତ ସେବା ସଙ୍ଘର ସଭାପତି ଭିକାରି ଚରଣ ନାୟକ, ସମ୍ପାଦକ ଚନ୍ଦ୍ରମଣି ମଲ୍ଲିକ, ଆଇନଜୀବି ଧୁଶାସନ ସାହୁ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଚ୍ୟୁତା ନନ୍ଦ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ l

କାର୍ଯ୍ୟକ୍ରମ ରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ଉପସଭାପତି ଚିତ୍ତରଞ୍ଜନ ଦ୍ବିବେଦୀ,ସାଧାରଣ ସମ୍ପାଦକ ପ୍ରକାଶ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ହିତେନ୍ଦ୍ର ବିଶ୍ଵାଳ,କୋଷାଧକ୍ଷ ସୁମିତ୍ରା ମିଶ୍ର ଓ ସଦସ୍ୟ ହୃଦୟବଲ୍ଳଭ ମିଶ୍ର,ସୁମନ୍ତ ଜେନା,ଅଜିତ କୁମାର ସାହୁ, ଦୁର୍ଯ୍ୟୋଧନ ସାହୁ, ଦିଲ୍ଲୀପ କୁମାର ନାୟକ, ଅକ୍ଷୟ ନନ୍ଦ ପ୍ରମୁଖ ବହୁ ବୁଦ୍ଧିଜୀବୀ, ସମାଜ ସେବୀ ଓ ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.