ଏନ ଟି ପି ସି ଲେଡିଜ କ୍ଳବ ‘ତନଭି ସଂଗମ’ ପକ୍ଷରୁ ଶୀତବସ୍ତ୍ର ପ୍ରଦାନ
କଣିହାଁ : ବର୍ତମାନ ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷମାନେ ଅସହାୟ ଏବଂ ଆବଶ୍ୟକ କରୁଥିବା ବିଭିନ୍ନ ସ୍ଥାନରେ ଶୀତପ୍ରଦାନ କରୁଛନ୍ତି । ଏହି କ୍ରମରେଏନ ଟି ପି ସି, ତାଳଚେର କଣିହାର ଲେଡିଜ୍ କ୍ଲବ ତନଭି ସଙ୍ଗମ ପକ୍ଷରୁ ହଂଟିଙ୍ଗ୍ ଅଞ୍ଚଳ ଥିବା ସରକାରୀ…