ଡିମ୍ପଲ ଙ୍କ ପରେ ମାଧବୀ: ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ପୁଣି ଆଉ ଜଣେ ମହିଳା
ଢେଙ୍କାନାଳ: ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ପୁଣି ଆଉ ଜଣେ ମହିଳା । ଢେଙ୍କାନାଳ ଜିଲ୍ଲା ମହ୍ଲାରସାହି ନିକଟରେ ୨୫ ବର୍ଷର ଭେଣ୍ଡିଆ ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା।
ମାଧବୀଙ୍କ ଅଭିଯୋଗ ମୁତାବକ ସେ ୧୯୯୫ ମସିହାରେ ମହିନ୍ଦ୍ର…