Take a fresh look at your lifestyle.
Monthly Archives

September 2022

ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ

ଢେଙ୍କାନାଳ : ଗଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ଗ୍ରାମପଞ୍ଚାୟତ କଣ୍ଟମାଳିଆ ଗ୍ରାମ ଓଲଡେନ୍ ଉଡ୍ ଇକୋ ଭିଲେଜରେ ଏକ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଇକୋ ଏବଂ ଆମ୍ରି ହସ୍ପିଟାଲ ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ଆଖପାଖ ଖଙ୍କିରା,…

କୁଣ୍ଡି ନାଳ ରେ ମହାଦୁର୍ନୀତି : ହସୁଛି ଠିକାଦାର କାନ୍ଦୁଛି ଚାଷୀ

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ପଂଚାୟତ ର କନ୍ଦରସିଙ୍ଗା ଗ୍ରାମ ରେ ଦେଖିବାକୁ ମିଳିଛି I ମହାଦୁର୍ନୀତି ଗ୍ରାମ ର ପାର୍ଶ୍ଵ ଦେଇ ଏକ ନାଳ ବୋହି ଯାଇଛି I କୁଣ୍ଡି ନାଳ ନାମରେ ପରିଚିତ ନାଳ ଟି ଏପରି ଭାବରେ ପ୍ରଭାହିତ ହେଉଛି କୀ ଏକର…

ମହିଳା ବିଜେଡି କର୍ମୀ ମାନଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କୁ ରାଜଧାନୀ ଠାରେ ସମ୍ଭର୍ଦ୍ଧନା

କାମାକ୍ଷାନରର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରୁ ସମ୍ମାନ ଜନକ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ଧରି ଦିନ ୧୨ ଘଟିକାରେ ଭୁବନେଶ୍ୱର ବିମାନବନ୍ଦର ଠାରେ ପହଞ୍ଚିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କର ଆହ୍ବାନ କ୍ରମେ ନିଜ ପ୍ରିୟ…

ମଠକରଗୋଳା ମହାବିଦ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ

କାମାକ୍ଷାନରର(ରାଜ କିଶୋର ରାଉତ): ମଠକରଗୋଳା ମହାବିଦ୍ୟାଳୟ +୨ ଏନ୍. ଏସ.ଏସ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । +୨ ଶ୍ରେଣୀର ୫୦ ଜଣ ଓ +୩ ଶ୍ରେଣୀର ୫୦ ଜଣ ସ୍ୱେଛାସେବୀ ଉକ୍ତ ଉତ୍ସବ ରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ…

ସୁନିଆରେ ଲକ୍ଷ୍ମୀପୂଜା ମାଟି ଅନୁକୂଳ ହେଲା

ଭୁବନ : ଭୁବନର ଅନ୍ୟତମ ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ପବିତ୍ର ବାମନ ଜନ୍ମ ସୁନିଆ ରେ ମାଟି ଅନୁକୂଳ ହୋଇଥିଲା । ମହାଲକ୍ଷ୍ମୀ ଯୁବକ ସଂଘ (ଅରାସାହି) , ଶ୍ରୀଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ (ନୂଆବଜାର) ସମେତ ଲତାବିଲ ,ଟୋଲଙ୍କବେରେଣୀ , ବଡହାଟ ପ୍ରଭୃତି ଅନୁଷ୍ଠାନ ତରଫରୁ ଶୋଭାଯାତ୍ରାରେ ଯାଇ…

ମହୋତ୍ସବ ଯୁବଗୋଷ୍ଠୀଙ୍କୁ ଏକାଠି କରିବା ସହ ଭାଇଚାରା ସୃଷ୍ଟି କରିଥାଏ : ଏମପି ମହେଶ ସାହୁ

ଭୁବନ : ଭୁବନ ଯାତ୍ରା ପଡିଆଠାରେ ଶ୍ରୀଗଣେଶ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗଣେଶ ମେଲଣ ୨୦୨୨ ଉଦଯାପନ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ଯୁବଗୋଷ୍ଠୀଙ୍କୁ ଏକାଠି କରିବା ସହଭାଇଚାରା ସୃଷ୍ଟି କରିଥାଏ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ…

ଗଣେଶ ଭସାଣିରେ ଦୁଲୁକିଲା ଭୁବନ

ଭୁବନ : ଭୁବନ ର ପ୍ରସିଦ୍ଧ ଗଣେଶ ପୂଜା ଭସାଣି ଉସôବ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଦିନ ୧୧ ଘଟିକା ସମୟରେ ମେଲଣ ପଡିଆରୁ ସମସ୍ତ ଗଣେଶ ମୂର୍ତୀ ଭସାଣି ଶୋଭାଯାତ୍ରାରେ ବାହାରି କାଳୀବଜାର ,କଲେଜ ରୋଡ ,ଅରବିନ୍ଦ ମାର୍ଗ ଦେଇ ରାମ ମନ୍ଦିର…

ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନର ୭୫ବର୍ଷ ପୂର୍ତି ସମାରୋହ ଉଦଘାଟିତ

ଢେଙ୍କାନାଳ: ଢେଙ୍କାନାଳର ପ୍ରମୁଖ ପୂଜା ଅନୁଷ୍ଠାନ ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନର ୭୫ବର୍ଷ ପୂର୍ତି ସମାରୋହ ବୁଧବାର ସନ୍ଧ୍ୟାରେ ପୂଜା ମଣ୍ଡପ ନିକଟରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲାପାଳ ସରୋଜ କୁମାର ସେଠୀ ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିବା…

ଶିଶୁ ପ୍ରତିଭାଙ୍କୁ ସମ୍ମାନିତ କରିବ ‘ଆମ ପ୍ରତିଭା – ଆମ ସମ୍ମାନ’ ଅନୁଷ୍ଠାନ

ଢେଙ୍କାନାଳ: ଆସନ୍ତା ୧୪ ନଭେମ୍ବର ଶିଶୁଦିବସରେ ବିଭିନ୍ନ ବର୍ଗର ଶିଶୁ ପ୍ରତିଭାମାନଙ୍କୁ ଉତ୍ସାହିତ କରି ବିକଶିତ କରିବା ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିବା ପାଇଁ ""ଆମ ପ୍ରତିଭା-ଆମ ସମ୍ମାନ'' ପକ୍ଷରୁ ସ୍ଥିରିକୃତ ହୋଇଛି । ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର…

ଟାଟା ପାୱାର କର୍ମଚାରୀଙ୍କ ବିଶ୍ୱକର୍ମା ପୂଜା ଚାନ୍ଦା ଆଦାୟକୁ ନେଇ ଅଭିଯୋଗ

ଢେଙ୍କାନାଳ : ପୂର୍ବରୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋଡ୍ ଏବଂ ପରେ ସେସୁ କର୍ମଚାରୀମାନେ ବିଶ୍ୱକର୍ମା ପୂଜା ପାଇଁ ଗ୍ରାହକଙ୍କ ଠାରୁ ଚାନ୍ଦା ଆଦାୟ କରୁଥିଲେ । ସଂପୃକ୍ତ ଅଂଚଳର ଲାଇନମ୍ୟାନ ଓ ହେଲପର ଯିଏହେଲେ ଜଣେ ଘରକୁ ଘର ବୁଲି ଶାଳୀନତାର ସହ ଚାନ୍ଦା ଆଦାୟ କରୁଥିଲେ । ମାତ୍ର ଏବେ ଟାଟା…