Take a fresh look at your lifestyle.
Monthly Archives

September 2022

ଲିଙ୍ଗ ନିରୂପଣ ମାମଲା: ଡାକ୍ତରଙ୍କ ସମେତ ଜଗନ୍ନାଥ ହସ୍ପିଟାଲ ମାଲିକଙ୍କୁ ୩ ବର୍ଷ ଜେଲ

ଢେଙ୍କାନାଳ: ବେଆଇନ୍ ଲିଙ୍ଗ ନିରୂପଣ କରିବା ମହଙ୍ଗା ପଡିଛି । ଡାକ୍ତରଙ୍କ ସମେତ ଘରୋଇ ଡାକ୍ତରଖାନାର ମାଲିକ, ମାଲିକାଣୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ହୋଇଛି । ଢେଙ୍କାନାଳ ଏସ୍ଡିଜେଏମ୍ ଏହି ମାମଲାର ବିଚାର କରି ଢେଙ୍କାନାଳର ଶ୍ରୀଜଗନ୍ନାଥ ହସ୍ପିଟାଲର ମାଲିକ ବିକାଶ ଓରଫ୍ ବିଜୟ ସାହୁ,…

କୁକୁଡା ଚାଷୀ ସଂଘ ପକ୍ଷରୁ ମହାସମାବେଶ

ଢେଙ୍କାନାଳ:  ସ୍ଥାନୀୟ ମହିଷାପାଟ ଠାରେ ତାତିଲେ ରାଜ୍ୟ ବ୍ୟାପି କୁକୁଡା ଚାଷୀ ସଂଘ।କୁକୁଡା ଚିଆଁ ଯୋଗାଉଥିବା କମ୍ପାନୀ ମାନଙ୍କ ମନମୁଖୀ କାର୍ଯ୍ୟ ଓ ରାଜ୍ୟରେ କେତେ କୁକୁଡା ଚାଷୀ ଅଛନ୍ତି I ସେନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିବା ଭଳି ପ୍ରସଙ୍ଗକୁ ନେଇ ଢେଙ୍କାନାଳରେ ଏକାଠି…

ଆଇଏଏସସ୍ତରରେ ବଡ ଅଦଳବଦଳ

ନିକୁଞ୍ଜ ଧଳ- ଅବକାରୀ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ- ହସ୍ତତନ୍ତ, ବୟନଶିଳ୍ପ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ- ମତ୍ସ୍ୟ ଓ ପଶୁ ସମ୍ପଦ ସଚିବ ଶୁଭା ଶର୍ମା- ମହିଳା ଓ ଶିଶୁ କଲ୍ୟାଣ ସଚିବ ଭାସ୍ତର ଜ୍ୟୋତି ଶର୍ମା- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଚିବ ଶାଳିନୀ ପଣ୍ଡିତ-…

ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଙ୍କର ବାର୍ଷିକ ଉତ୍ସବ ପାଇଁ ବୈଠକ

ଢେଙ୍କାନାଳ:ଢେଙ୍କାନାଳ ସ୍ଥାନୀୟ ଦଥିବାବନ ଜିୟୁ ମଠ ପରିସର ମଧ୍ୟରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଙ୍କର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ୬୦ ରୁ ଅଧିକ ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ । ଆସନ୍ତା ଡିସେମ୍ବର ମାସ ୨୨,୨୩ ଓ ୨୪ ରିଖ ୨୦୨୨…

ଜଙ୍ଗଲ ରୁ ମିଳିଲା ନିଖୋଜ ବୃଦ୍ଧ ଙ୍କ ଗଳିତ ମୃତ ଦେହ

 ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ କର୍ଣ୍ଣାଟକପୁର ଗାଁ ପାଖ ଜଙ୍ଗଲ ରୁ ମିଳିଲା, ନିଖୋଜ ବୃଦ୍ଧ ଙ୍କ ମୃତ ଦେହ, ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ |ସୂଚନା ମୁତାବକ ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ମେଣ୍ଢାପଦା ଗାଁ ର କାଳନ୍ଦୀ ବିଶ୍ୱାଳ | ସେ ୫ଦିନ…

ଅର୍ଥ ପାଇଁ ହେବ ଅର୍ଥନୈତିକ ଅବରୋଧ-ସାଂସଦ

ଢେଙ୍କାନାଳ : ସ୍ୱାଧିନତା ପରଠାରୁ ଢେଙ୍କାନାଳ ଲୋକସଭା କ୍ଷେତ୍ର ରାଜ୍ୟକୁ ଓ କେନ୍ଦ୍ରକୁ ସର୍ବାଧିକ ରାଜସ୍ୱ ଦେଉଛି । ମାତ୍ର ରାଜ୍ୟ ସରକାର ବିଧାୟକମାନଙ୍କୁ ବର୍ଷକୁ ୩କୋଟି ଟଙ୍କା ହାତ ପାଣ୍ଠି ଦେଉଥିଲାବେଳେ ସାଂସଦ ୩ବର୍ଷରେ ୧୫କୋଟି ଟଙ୍କା ହାତପାଣ୍ଠି ପାଇବା କଥା । ମାତ୍ର ଅଦ୍ୟାବଧି ୨…

ସାମ୍ବାଦିକ ଗିରୀଶ ନନ୍ଦଙ୍କ ଶ୍ରାଦ୍ଧସଭା

ଢେଙ୍କାନାଳ: ତିଥି ଅନୁଯାୟୀ ଗତକାଲି ଅପରାହ୍ନରେ ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କର ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ବିଭାବନା ଓ କବି ଭୂଷଣ ସଂସଦ ତରଫରୁ କବି କୁଟୀର ଠାରେ ପାଳିତ ହୋଇଯାଇଅଛି । ବିଭାବନାର ସଂପାଦକ କବି ମନୋରଞ୍ଜନ ନନ୍ଦ ଅଧ୍ୟକ୍ଷତା କରି କହିଲେ ଯେ, ଗିରୀଶ ବାବୁ…

“ପ୍ରତ୍ୟେକ କାର୍ଯ୍ୟର ସଫଳତା ପାଇଁ ଧୈର୍ଯ୍ୟ ରଖିବା ଆବଶ୍ୟକ- ସାଂସଦ”

ଢେଙ୍କାନାଳ :  ଓଡାପଡା ବ୍ଲକ୍ ଅନ୍ତର୍ଗତ ଗଦାଶିଳା ଗ୍ରାମପଂଚାୟତ କଲ୍ୟାଣମଣ୍ଡପ ଠାରେ ଦାଣ୍ଡିମାଳ ସ୍ୱାଭିମାନ ସଂଗଠନର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଙ୍କ ବକ୍ତବ୍ୟରେ ସ୍ନେହ, ଶ୍ରଦ୍ଧା,…

କୋରିଆଁ ମା ବ୍ରାହ୍ମଣୀ ଦେବୀ ବଜାରର ନୂତନ କର୍ମକର୍ତ୍ତା ଚୟନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀପୂଜା ଆସନ୍ତା ଅକ୍ଟୋବର ମାସ ୯ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସହରର ସମସ୍ତ ବଜାର ପ୍ରସ୍ତୁତ କାର୍ଯ୍ୟ ଯୋରସୋରରେ କରୁଛନ୍ତି । ସହରସ୍ଥ ୨୩ନମ୍ବର ୱ।ର୍ଡ଼ କୋରିଆଁ ସାହିର ମା ବ୍ରାହ୍ମଣୀ ଦେବୀ ବଜାରର ଚଳିତ ବର୍ଷ ନୂତନ କମିଟି ଗଠନ…

ଭାରତୀୟ ଜୀବନବୀମା ଦେଶର ଆର୍ଥିକ ସୁଧାର କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନେଇଛି

ଢେଙ୍କାନାଳ : ଭାରତୀୟ ଜୀବନବୀମା ଢେଙ୍କାନାଳ ଶାଖା ପକ୍ଷରୁ ବୀମା ସପ୍ତାହ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ପ୍ରବନ୍ଧକ ବି ସୁଜିତ କୁମାର ଯୋଗଦେଇ ଭାରତୀୟ ଜୀବନବୀମା ଦେଶର ଆର୍ଥିକ ସୁଧାର କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନେଇଛି ବୋଲି କହିଥିଲେ । ଉତ୍ସବରେ…