Take a fresh look at your lifestyle.

ମହିଳା ବିଜେଡି କର୍ମୀ ମାନଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କୁ ରାଜଧାନୀ ଠାରେ ସମ୍ଭର୍ଦ୍ଧନା

0 10

କାମାକ୍ଷାନରର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରୁ ସମ୍ମାନ ଜନକ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ଧରି ଦିନ ୧୨ ଘଟିକାରେ ଭୁବନେଶ୍ୱର ବିମାନବନ୍ଦର ଠାରେ ପହଞ୍ଚିଥିଲେ ।

ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କର ଆହ୍ବାନ କ୍ରମେ ନିଜ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଢେଙ୍କାନାଳ ଜିଲ୍ଲା- ୨୧ ଜିଲ୍ଲାପରିଷଦ ଜୋନ ର ପ୍ରାୟ ୨୦ ଜଣ ମହିଳା ବିଜେଡି କର୍ମୀ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ବିଜେଡି ଜିଲ୍ଲାପରିଷଦ ପ୍ରଥିନି ଶ୍ରୀମତୀ ସୁଭଦ୍ରା ପାତ୍ରଙ୍କ ନେତୃତ୍ବରେ ବିମାନ ବନ୍ଦର ଠାରେ ଉପସ୍ଥିତ ଥିଲେ ।

ହୁଳହୁଳି ଶବ୍ଦରେ ମୁଖ୍ୟମନ୍ତ୍ରୀଙ୍କୁ ମହିଳା କର୍ମୀ ମାନେ ସ୍ବାଗତ ଜଣାଇଥିଲେ ।ଢେଙ୍କାନାଳ ଜିଲ୍ଲା ବିଜେଡି ସମ୍ପାଦିକା ଶ୍ରୀମତୀ ତିଳୋତ୍ତମା ଚୌଧୁରୀ ,କର୍ମୀ ଆନନ୍ଦିତା ମିଶ୍ର,ସହ ସମ୍ପାଦିକା (ରାଜ୍ୟ ମହିଳା ବିଜେଡି) ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ ଉକ୍ତ ଦଳ ସହିତ ରାଜ୍ୟ ମହିଳା ବିଜେଡି ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରୀୟାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।

- Advertisement -

Leave A Reply

Your email address will not be published.