Take a fresh look at your lifestyle.

ସୁନିଆରେ ଲକ୍ଷ୍ମୀପୂଜା ମାଟି ଅନୁକୂଳ ହେଲା

0 15

Get real time updates directly on you device, subscribe now.

ଭୁବନ : ଭୁବନର ଅନ୍ୟତମ ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ପବିତ୍ର ବାମନ ଜନ୍ମ ସୁନିଆ ରେ ମାଟି ଅନୁକୂଳ ହୋଇଥିଲା ।

ମହାଲକ୍ଷ୍ମୀ ଯୁବକ ସଂଘ (ଅରାସାହି) , ଶ୍ରୀଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ (ନୂଆବଜାର) ସମେତ ଲତାବିଲ ,ଟୋଲଙ୍କବେରେଣୀ , ବଡହାଟ ପ୍ରଭୃତି ଅନୁଷ୍ଠାନ ତରଫରୁ ଶୋଭାଯାତ୍ରାରେ ଯାଇ ରଗଡି ନାଳ କୂଳରେ ପୂଜାର୍ଚ୍ଚନା କରି ମୂର୍ତୀ ନିର୍ମାଣ ପାଇଁ ଅନୁକୂଳ ମାଟି ଅଣାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.