Take a fresh look at your lifestyle.

୩୧ତମ ରାଧାଦେଇପୁର କପ ସିମିଳିଆ 10 ରନରେ ବିଜୟୀ

0 36

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ରାଧାଦେଇପୁର ଗ୍ରାମରେ ଚାଲିଥିବା 31 ତମ  ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ସିମିଳିଆ ବିଜୟୀ ହୋଇଛି | ସିମିଳିଆ ପ୍ରଥମେ ବ୍ୟାଟିଂ କରି ପିଣ୍ଟୁଙ୍କ 43 ରନ ସହାୟତାରେ ନିର୍ଦ୍ଧାରିତ 20 ଓଭରରେ 219 ରନ ସଂଗ୍ରହ କରିଥିଲେ।

ଜବାବରେ ମାର୍ଥ।ପୁର ରଜତଙ୍କ ଅର୍ଦ୍ଧଶତକ ସହାୟତାରେ 209 ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ। ସୁନୀଲ ସାହୁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପ୍ରଦୀପ ଜେନା ଓ ବବୃ ପ୍ରକାଶ ପାଣି ଖେଳ ପରିଚାଳନା କରିଥିଲେ। ସୌମ୍ୟରଂଜନ ଦାଶ ଓ  ରତିକାନ୍ତ ପରିଡା ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍କୋରିଂ ରେ ସହାୟତା କରିଥିଲେ ଅନିଲ। ଗୁରୁବାର ପ୍ରଥମ ସେମିଫାଇନାଲ ଖେଳ କାମାକ୍ଷାନଗର ଓ ଚୌଦ୍ଵାର ମଧ୍ୟରେ ଅନୁଷ୍ଠିତ ହେବ।

- Advertisement -

Leave A Reply

Your email address will not be published.