Take a fresh look at your lifestyle.

ସୃଷ୍ଟିଙ୍କ ସଫଳତା: ଉତ୍କଳ ବିଶ୍ୱ ବିଦ୍ୟାଳୟ ଯୁକ୍ତ ତିନ ଶିକ୍ଷା ସମ୍ମାନରେ ଦ୍ୱିତୀୟ

0 344

Get real time updates directly on you device, subscribe now.

ଢେଙ୍କାନାଳ : ଉତ୍କଳ ବିଶ୍ୱ ବିଦ୍ୟାଳୟ ଶିକ୍ଷା ସମ୍ମାନରେ ଢେଙ୍କାନାଳ ଜିନେଇଲ ଗାଁର ଝିଅ ସୃଷ୍ଟି ପାତ୍ର ଙ୍କ ସଫଳତା ବିଭିନ୍ନ ମହଲରେ ଉସôହ ସୃଷ୍ଟି କରିଛନ୍ତି । ଜିନେଇଲ ଗାଁର ସ୍ନେହାଂଶୁ ଶେଖର ପାତ୍ରଙ୍କ ଝିଅ ମଠକରଗୋଳା ମହାବିଦ୍ୟାଳୟ ରେ ଏଜୁକେସନ ଅନର୍ସ ରଖି ପାଠ ପଢୁଥିଲେ । ସେ ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ରେ ଦ୍ୱିତୀୟ ସ୍ଥାନରେ ରହି ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ଏହି ସଫଳତା ପାଇଁ ସେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଂଜନ ଦାଶ, ପ୍ରଫେସର ପ୍ରଦୀପ୍ତ ସାହୁ, ସ୍ୱର୍ଗତଃ ପ୍ରଫେସର ସତ୍ୟ ପ୍ରକାଶ ଦାସଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ, ସାଙ୍ଗ ସାଥି ମାନଙ୍କୁ ଦେଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.