Browsing Category
ରାଜ୍ୟ ଖବର
ହସ୍ତଶିଳ୍ପୀ ବ୍ୟବସାୟୀଙ୍କୁ ଉପଯୁକ୍ତ ଥଇଥାନ ପାଇଁ ଦାବି
କୋଣାର୍କ : କୋଣାର୍କ ଟୁରିଷ୍ଟ ମାର୍କେଟ ସ୍ଥିତ କନକ ମଣ୍ଡପ ପରିସରରେ ହସ୍ତଶିଳ୍ପୀ ବ୍ୟବସାୟୀ ମହାସଂଘର ବିଭିନ୍ନ ସମସ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ବିଳନୀ ଓ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ବିଳନୀରେ ହ୍ୟାଣ୍ଡିକ୍ରାଟ କମର୍ସିଆଲ଼ ଆସୋସିଏସନ, କଳିଙ୍ଗ କମର୍ସିଆଲ଼ ଆସୋସିଏସନ,…
ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ ଅହମ୍ମଦିୟା ମୁସଲିମ ସଂଗଠନର ପ୍ରୟାସ
ଓଡ଼ିଶା: ବିଶ୍ଵବ୍ୟାପ୍ତ ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ ତରଫରୁ ୨୨ ଜାନୁଆରୀ ୨୦୨୩ ରବିବାର ଦିନ “ ହୋଟେଲ ପାଲ ହାଇଟସ୍” ଠାରେ ଏକ ‘Peace Symposium’- ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଡ଼ଃ ଗଣେଶୀ ଲାଲ ମହୋଦୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ…
୧୩୯ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ
କୋଣାର୍କ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ଆଜି ୧୩୯ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି।ଏହି ବରିଷ୍ଠ ନାଗରିକ ମାନେ ବାରଣାସୀ ଓ ଆହ୍ଲାବାଦ ପରିଭ୍ରମଣ କରିବା ସହ ଚଳିତ ମାସ ୩୧ ତାରିଖରେ ପୁରୀ ଫେରିଆସିବାର କାର୍ଯ୍ୟକ୍ରମ ରହିଛି।…
ବୋହୂର ବିବାହ କରାଇଲେ ଶଶୁର।
ଭୁବନେଶ୍ୱର: ବୋହୂର ବିବାହ କରାଇଲେ ଶଶୁର। ଏଭଳି ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ। ନିଜ ବିଧବା ବୋହୂଙ୍କୁ ପୁର୍ନବିବାହ କରାଇଛନ୍ତି ଗନ୍ଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ। ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି।
ମୁଁ ଭୁଲ କରିଛି କି ଠିକ…
ଚନ୍ଦ୍ରଭାଗା ମାଘମେଳା ପାଇଁ ମୁତୟନ ହେବେ ୩୦୦ସ୍ବେଛାସେବୀ
କୋଣାର୍କ : ବିଶ୍ଵପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା କୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ପ୍ରଶାସନ ଓ ସ୍ବେଛାସେବୀ ମାନଙ୍କର ଏକ ମିଳିତ ବୈଠକ ଅତିରିକ୍ତ ତହସିଲଦାର ସୌମେନ୍ଦ୍ର କୁମାର ତେଜ଼ ଙ୍କ ଅଧକ୍ଷତାରେ କୋଣାର୍କ ଯାତ୍ରୀନିବାସ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି l …
ଛୁଆହାତୀର ମୃତଦେହ ଉଦ୍ଧାର
ଢେଙ୍କାନାଳ: ଢେଙ୍କାନାଳ ସଦର ବନାଞ୍ଚଳ ମହୁଲପଡା ଜଙ୍ଗଲ ମଧ୍ୟରୁ ଏକ ଛୁଆହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ହାତୀ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ହାତୀମୃତ୍ୟୁ ସ୍ଥଳରେ ଦଳବଦ୍ଧ ହୋଇ ଅନ୍ୟ ହାତୀ ଜଗି ରହିଥିବାରୁ ବନବିଭାଗ ସେଠାରେ ପହଞ୍ଚି ପାରନଥିବା ଜଣାପଡିଛି ।
ମହୁଲପଡା…
ପୋଲ ତଳକୁ ଖସି ପଡିଲା ବସ, ଦୁଇ ମହିଳା ମୃତ,30 ଆହତ
ଢେଙ୍କାନାଳ: ସଦର ଥାନା ସିମିନଇ ନିକଟ ପାଞ୍ଚପଟି କେନାଲ ବ୍ରିଜ ତଳ କୁ ଏକ ଟୁରିଷ୍ଟ ବସ ଖସିପଡିବାରୁ ଘଟଣାସ୍ଥଳ ରେ ଦୁଇ ମହିଳା ଙ୍କ ମୃତ୍ୟୁ ହୋଇଛି | ବସ ରେ ଥିବା 30 ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଛନ୍ତି | ସେମାନଙ୍କ ମଧ୍ୟରୁ20 ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ କଟକ ବଡ଼…
ଶିକ୍ଷୟିତ୍ରୀ କଳ୍ପନା ସାହୁଙ୍କ ପରଲୋକ
କୋଣାର୍କ : ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅଧୀନ ଛଇତନା ହରିଶ୍ଚଚନ୍ଦ୍ର ସ୍ମୃତି ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ କଳ୍ପନା କୁମାରୀ ସାହୁ (୫୦)ଙ୍କ ପରଲୋକ ହୋଇଯାଇଛି। ପ୍ରାୟ ଦେଢ଼ବର୍ଷ ହେଲା ସେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ।
ସପ୍ତାହେ ହେଲା ଭୁବନେଶ୍ବରର ଏକ ଘରୋଇ…
କୋଣାର୍କ ବରିଷ୍ଟ ନାଗରିକ ମହାମଞ୍ଚ ପକ୍ଷରୁ ମକର ମିଳନ
କୋଣାର୍କ : ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ବରିଷ୍ଟ ନାଗରିକ ମହାମଞ୍ଚ କୋଣାର୍କ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ନେଇ କୋଣାର୍କ ନାଟ୍ୟ ମଣ୍ଡପ ପରିସରେ ମକର ମିଳନ ଉତ୍ସବ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଟ ନାଗରିକ ମହାମଞ୍ଚର ଆବାହକ ଉମେଶଚନ୍ଦ୍ର ସ୍ବାଇଁଙ୍କ…
ଚନ୍ଦ୍ରଭାଗା କବିତା ଉତ୍ସବ ଉଦଘାଟିତ
କୋଣାର୍କ: ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଛି ୯ବମ ଚନ୍ଦ୍ରଭାଗା କବିତା ଉତ୍ସବ। ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ, ଇନିଷ୍ଟିଚ୍ୟୁଟ ଅଫ ନଲେଜ ସୋସାଇଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ କବି…