Take a fresh look at your lifestyle.
Browsing Category

ରାଜ୍ୟ ଖବର

ବ୍ଲକସ୍ତରୀୟ ଏଫ୍ଏଲ୍ଏନ୍ ହଵ୍ ଉଦଘାଟନ ଓ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ

ପୁରୀ : ସମଗ୍ର ଶିକ୍ଷା, ପୁରୀ ଆନୁକୂଲ୍ୟରେ ଶୁକ୍ରବାର ଗୋପ ଵ୍ଲକ୍ ପକ୍ଷରୁ ଏରଵଙ୍ଗ ନୋଡାଲ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ 'ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ(ଏଫ୍ଏଲ୍ଏନ୍) ହବ୍' ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଵ୍କକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀର ଆୟୋଜନ କରାଯିଵା ସହିତ…

କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

କୋଣାର୍କ : ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପୂର୍ବାହ୍ନରେ କୋଣାର୍କ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ପରିସରରେ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ୟ ସଚେତନତା ଶିବିରରେ କୋଣାର୍କ…

ରେଡ଼ିଓ ନମସ୍କାରର ୧୩ତମ ପ୍ରତିଷ୍ଠା ଦିବସ ପାଳିତ

କୋଣାର୍କ :  ଓଡ଼ିଶାର ପ୍ରଥମ ଗୋଷ୍ଠି ବେତାର କେନ୍ଦ୍ର ରେଡିଓ ନମସ୍କାର ରବିବାର ଅପରାହ୍ନରେ ତା'ର ୧୩ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ସୂଚନା ଯୋଗ୍ୟ ୨୦୧୦ମସିହା ଫେବୃଆରୀ ୧୨ ତାରିଖ ରେ ରେଡିଓ ନମସ୍କାର ତାର ପ୍ରସାରଣ ଆରମ୍ଭ କରିଥିଲା, ଦେଖୁ ଦେଖୁ ସେ ଆଜି ୧୩ ବର୍ଷ ରେ ପଦାର୍ପଣ…

ମହିଳା ସଶକ୍ତିକରଣ ପାଇଁ ଆଇନ୍ ସହାୟତା ତାଲିମ୍

ଢେଙ୍କାନାଳ : ଢେଙ୍କାନାଳ ଶ୍ୟମାଚରଣପୁରସ୍ଥିତ ସେୟାର ତାଲିମ୍ ଗୃହଠାରେ ୟୁଏସ୍ କନ୍ସୁଲେଟ ଜେନେରାଲ ଏବଂ ସାମାଜିକ ସଂଗଠନ ସ୍ୱାତି ପକ୍ଷରୁ ଏକ ଦୁଇଦିନିଆ ମହିଳା ସଶକ୍ତିକରଣ ପାଇଁ ଆଇନ୍ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଲିମ୍ ଶିବିରକୁ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍-ଏ-ଥନ୍ର ୩୫୦୦ ଧାବକଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ଢେଙ୍କାନାଳ ପ୍ରଶାସନ ସହଯୋଗରେ ଆୟୋଜନ କରାଯାଇଥିବା ମେଗା କ୍ରୀଡ଼ା କାର୍ଯ୍ୟକ୍ରମ ମେରାମଣ୍ଡଳୀ ରନ୍-ଏ-ଥନ୍ରେ ସାରା ଦେଶର ୩୫୦୦ରୁ ଅଧିକ ଉତ୍ସାହୀ ଧାବକଙ୍କ ଅଂଶଗ୍ରହଣ ଦେଖିବାକୁ ମଳିଥିଲା । ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲାପାଳ ଓ…

ସପ୍ତଦିବସୀୟ ଚିତ୍ରକଳା ପ୍ରଦର୍ଶନି ଉଦଯାପିତ

କୋଣାର୍କ : ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସର ରେ ଦୀର୍ଘ ୭ଦିନ ଧରି ଚାଲୁରହିଥିବା ଚିତ୍ରକଳା ପ୍ରଦର୍ଶନୀ ର ଶୀର୍ଷକ "ମୋ ପୁରୀ ଓ ମୋ ଶ୍ରୀକ୍ଷେତ୍ର " ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଶ୍ରୀଯୁକ୍ତ…

ନୂତନ ନିର୍ଦ୍ଦେଶକ ଭାବେ ଶ୍ରୀ ପଙ୍କଜ କୁମାର ଶର୍ମାଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ନବରତ୍ନ ଉଦ୍ୟୋଗ ନାଲକୋର ନୂତନ ନିର୍ଦ୍ଦେଶକ(ଉତ୍ପାଦନ)  ଶ୍ରୀ ପଙ୍କଜ କୁମାର ଶର୍ମା,ଆଜିଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ଶର୍ମା ଏନ.ଏମ.ଡି.ସି ର ରାୟପୁରସ୍ଥିତ ବିଶ୍ୱ ଅନ୍ୱେଷଣ କେନ୍ଦ୍ର ଠାରେ ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ଏହା…

ରାଜ୍ୟ ସ୍ତରୀୟ ଜଳ ପରିମଳ ଓ ପରିଚ୍ଛନ୍ନତା ତାଲିମ ଉଦଯାପିତ

ଭୁବନେଶ୍ୱର: ବିଶ୍ଵ ଯୁବକେନ୍ଦ୍ର ନୂଆଦିଲ୍ଲୀ,ଆଇ.ଆଇ.ୱାଇ. ଡି ଭୁବନେଶ୍ୱର ଓ ଫାନ୍ସା ଇଣ୍ଡିଆର ମିଳିତ ସହଯୋଗରେ ଭୁବନେଶ୍ୱର ରେଡକ୍ରସ ଭବନଠାରେ   ଦୁଇ ଦିନ ଧରି ଜଳ ପରିମଳ ଓ ପରିଚ୍ଛନ୍ନତା ସମ୍ବନ୍ଧ ରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ କୁ ଓଡ଼ିଶା ରେଡକ୍ରସ ସୋସାଇଟି…

ଜୁନିଅର କିରୋଗୀ ଓ ପୁମସି ଖେଳାଳିଙ୍କ ଚିତାକର୍ଷକ ବିଜୟ

କୋଣାର୍କ: ୩୦.୦୧.୨୦୨୩ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ, ଧନବାଦ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘ ମିଳିତ ଆନୁକୂଲ୍ୟରେ ଚଳିତ ଜାନୁଆରୀ ମାସ ୨୭ ରୁ ୨୯ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲି ଠାରେ ୩୯ତମ ଜାତୀୟ ଜୁନିଅର କିରୋଗୀ ଓ ୧୨ତମ ଜାତୀୟ ପୁମସେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି…

ଜିଲ୍ଲା ମୁଖ୍ୟ ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ

କୋଣାର୍କ :ପୁରୀ ବାଙ୍ଗୋର ସ୍ଥିତ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ଦେହ ଅସୁସ୍ଥ କାରଣରୁ କଏଦୀ ଜଣଙ୍କର ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ କଣାସ ଥାନା ଅନ୍ତର୍ଗତ ବଳାଜିତପୁରର ବିଶ୍ବନାଥ ବଳିୟାର ସିଂହ। ଖବର ଅନୁଯାୟୀ, ଗତ ୧୬ ଜୁଲାଇ ୨୦୨୨ରେ ଏକ ହତ୍ୟା ଘଟଣାରେ…