Take a fresh look at your lifestyle.
Browsing Category

ରାଜ୍ୟ ଖବର

ଆଇଆଇଏମ୍‍ସିରେ ଫିଲ୍ମି ଚକ୍କର-୪ ଆରମ୍ଭ ,ସ୍ଥାୟୀ ନୁହେଁ ‘ଷ୍ଟାରଡମ୍‍’

ଢେଙ୍କାନାଳ: ଆଜିକାଲି ଚଳଚ୍ଚିତ୍ରର କାହାଣୀରେ ଭିନ୍ନତା ଦେଖିବାକୁ ମିଳୁଛି । ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ମଧ୍ୟ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ନିକଟରେ ସେମିତି କିଛି ଚଳଚ୍ଚିତ୍ରର ଉଦାହରଣ ଦେଖିବାକୁ ମିଳିଛି । ଆଗାମୀ ଦିନରେ ମଧ୍ୟ ଅପପୁଷ୍ଟି, ନିରକ୍ଷରତା ଆଦି…

ଆକ୍ରମଣ କରି ଲୁଟିନେବା ଘଟଣାରେ ହାତ ବାନ୍ଧି ବସିଛି ପୋଲିସ:ହସ୍ତକ୍ଷେପ କଲେ ଡିଜିପି

ସୁକିନ୍ଦା : ଥାନାକୁ  ଅଭିଯୋଗ ନେଇଯାଉଥିବା ପ୍ରତେକ ମଣିଷ ଙ୍କୁ ଉତ୍ତମ ବ୍ୟବହାର ସହ ତତକ୍ଷଣାତ ସେବା ଯୋଗାଇ ଦେବାକୁ ରାଜ୍ୟ ଫାଇଭ ଟି କାର୍ଯ୍ୟ କରି ହେଉଛି I ଅଭିଯୋଗ ଆସିବାର ଚବିଶ ଘଣ୍ଟା ମଧ୍ୟରେ ଏତଲା ପଞ୍ଜିକୃତ କରି   ବିନା ମୂଲ୍ୟରେ କପି ପ୍ରଦାନ କରିବାକୁ  ନିର୍ଦେଶନାମା…

କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ

କୋଣାର୍କ : ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କରେ ପୁରାଣ ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଅନନ୍ତ ଅବଧୂତ ମଠ, ସୌର ବ୍ରାହ୍ମଣ ପରିଷଦ ଓଡିଶା ଓ ଅର୍କକ୍ଷେତ୍ର ଗାୟତ୍ରୀ ପରିବାର ପକ୍ଷରୁ ପୂରାଣ ବର୍ଣ୍ଣିତ ମୈତ୍ରେୟ ଋଷିଙ୍କ ଆଶ୍ରମ ବା…

“ସକାରାତ୍ମକ ମନୋଭାବର ପ୍ରଭାବ ଖବର ଉପରେ ପଡ଼ିବ”

ଢେଙ୍କାନାଳ: ସାମ୍ବାଦିକ ସବୁବେଳେ ସକାରାତ୍ମକ ମନୋଭାବ ରଖିଲେ ଭଲ ବିଷୟବସ୍ତୁ ପ୍ରସ୍ତୁତ ହୋଇପାରିବ । ନିଜର ଅଭିପ୍ରାୟ ସ୍ପଷ୍ଟ, ସଫା ଏବଂ ସମାଜ ହିତମନସ୍କ ରଖିବା ଯୋଗୁଁ ଜଣେ ସକାରାତ୍ମକ ମନୋଭାବ ପ୍ରତିପୋଷଣ କରିପାରେ । ତେବେ ଏଥିପାଇଁ ମନନ ଚିନ୍ତନ ବା ଇଣ୍ଟ୍ରା-ପର୍ସୋନାଲ୍‍ ଯୋଗାଯୋଗ…

ସୁବୀର ଘୋଷଙ୍କ ପୁସ୍ତକ ‘ନିଉ ଏଜ୍‍ ପବ୍ଲିକ୍‍ ରିଲେସନ୍ସ’ ଉନ୍ମୋଚିତ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳରେ ପାଳିତ ଜାତୀୟ ପ୍ରେସ୍‍ ଦିବସ ଅବସରରେ ସୁଲେଖକ ତଥା ଶିକ୍ଷାବିତ ସୁବୀର ଘୋଷଙ୍କ ନୂଆ ଇଂରାଜୀ ପୁସ୍ତକ ‘ନିଉ ଏଜ୍‍ ପବ୍ଲିକ୍‍ ରିଲେସନ୍ସ’ ଉନ୍ମୋଚିତ ହୋଇଛି । ପୁସ୍ତକକୁ ଉନ୍ମୋଚିତ କରିଛନ୍ତି ଆଇଆଇଏମ୍‍ସି,…

ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ

କୋଣାର୍କ: ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସତର୍କ କରାଇ ଦେଇଛନ୍ତି। ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀ ମାନଙ୍କର ଏକ ସମୀକ୍ଷା ବୈଠକ…

ଚନ୍ଦାର ଗାଁରେ ଲକ୍ଷାଧିକଟଙ୍କାର କୋଇଲା ଠାବ

କାମାକ୍ଷାନଗର( ରାଜ କିଶୋର ରାଉତ): ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱ ରେ ଚାଳିଶ ଟନ ରୁ ଉର୍ଦ୍ଧ ଚୋରା କୋଇଲା ପଡ଼ିରହିଛି । ଗ୍ରାମବାସୀ ମାନେ ଶୌଚ ହେବାକୁ ଆସିବା ବେଳେ ଖୋଲା ପଡିଆରେ କୋଇଲା ପଡ଼ିଥିବା  ଦେଖିବାକୁ …

ସିବିଏସ୍ଇ ଅନୁବନ୍ଧିତ ହେଲା ରୟାଲ୍ ପବ୍ଲିକ୍ ସ୍କୁଲ୍

ଢେଙ୍କାନାଳ: ଢେଙ୍କାନାଳ ସହର ନିକଟସ୍ଥ ରଞ୍ଜା କଳାପାଣିଠାରେ ଥିବା ରୟାଲ୍ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲ୍ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ପତ୍ର ସଂଖ୍ୟା - ସିବିଏସ୍ଇ/୧୫୩୦୪୦୧/କ୍ର.ସଂ.-୦୦୪୪୫-୨୩୨୪/୨୦୨୩-୨୪, ତା୧୫.୦୯.୨୦୨୨ ଏବଂ ଆଫିଲିଏସନ୍ ନଂ-୧୫୩୦୪୦୧ ଏବଂ ସ୍କୁଲ୍…

କୁକୁଡା ଚାଷୀ ସଂଘ ପକ୍ଷରୁ ମହାସମାବେଶ

ଢେଙ୍କାନାଳ:  ସ୍ଥାନୀୟ ମହିଷାପାଟ ଠାରେ ତାତିଲେ ରାଜ୍ୟ ବ୍ୟାପି କୁକୁଡା ଚାଷୀ ସଂଘ।କୁକୁଡା ଚିଆଁ ଯୋଗାଉଥିବା କମ୍ପାନୀ ମାନଙ୍କ ମନମୁଖୀ କାର୍ଯ୍ୟ ଓ ରାଜ୍ୟରେ କେତେ କୁକୁଡା ଚାଷୀ ଅଛନ୍ତି I ସେନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିବା ଭଳି ପ୍ରସଙ୍ଗକୁ ନେଇ ଢେଙ୍କାନାଳରେ ଏକାଠି…

ଆଇଏଏସସ୍ତରରେ ବଡ ଅଦଳବଦଳ

ନିକୁଞ୍ଜ ଧଳ- ଅବକାରୀ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ- ହସ୍ତତନ୍ତ, ବୟନଶିଳ୍ପ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ- ମତ୍ସ୍ୟ ଓ ପଶୁ ସମ୍ପଦ ସଚିବ ଶୁଭା ଶର୍ମା- ମହିଳା ଓ ଶିଶୁ କଲ୍ୟାଣ ସଚିବ ଭାସ୍ତର ଜ୍ୟୋତି ଶର୍ମା- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଚିବ ଶାଳିନୀ ପଣ୍ଡିତ-…