Browsing Category
ରାଜ୍ୟ ଖବର
ଆଜି ସୁନିଆ ବାମନ ଜନ୍ମ ଦିନ ଥିବାରୁ ମହାଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ…
ଢେଙ୍କାନାଳ: ଆଜି ସୁନିଆ ବାମନ ଜନ୍ମ ଦିନ ଥିବାରୁ ମହାଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ ସ୍ଥାନୀୟ କମଗରା ଘାଟରୁ ପଞ୍ଚ ଉପରରରେ ପୂଜା ଅର୍ଚନା କରାଯାଇ ମାଟି ଅନୁକୁଳ ହୋଇଥିଲା । ଏହି ମାଟି ମହାଲକ୍ଷୀ ଙ୍କ ମୂର୍ତ୍ତି ଗଢା ସମୟରେ ଲାଗି କରାଯିବା।
ଲକ୍ଷ୍ମୀ ବଜାର ରୌପ୍ୟ ଜୟନ୍ତୀ ଉପଲକ୍ଷେ…
ଶହୀଦ ସରୋଜ ସାହୁଙ୍କ ପାଇଁ ବଣସିଂହ ଅଞ୍ଚଳ ଗର୍ବିତ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହଠାରେ ଶହୀଦ ସରୋଜ ସାହୁଙ୍କ ୨୫ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶହୀଦଙ୍କର ଏକ ପୂର୍ଣ୍ଣାବୟାବ ପ୍ରତିମୂର୍ତ୍ତି ଅତିଥିମାନଙ୍କ ଦ୍ୱାରା ଅନାବରଣ ହୋଇଛି ।
ଉତ୍ସବରେ ମୁଖ୍ୟଅତିଥି ଭାବରେ ରାଜ୍ୟ ଖଣି, ଇସ୍ପାତ ଓ…
ବରିଷ୍ଠ ନାଗରିକ , ଜାତିର ସମ୍ପଦ- ମହେଶ ସାହୁ
ଢେଙ୍କାନାଳ : ଅଭିନନ୍ଦନ ଗାର୍ଡେନ୍ର ସଭାଗୃହରେ ଢେଙ୍କାନାଳ ବରିଷ୍ଠ ନାଗରିକ ମଂଚର ୧୮ତମ ପ୍ରତିଷ୍ଠା ଦିବସ ମଂଚର ସଭାପତି ପ୍ରହଲ୍ଲାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ପାଳନ କରାଯାଇଅଛି ।
ଏଥିରେ ମାନ୍ୟବର ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣେଶଙ୍କ ମୃତିରେ ପୁଷ୍ପମାଲ୍ୟ ଅର୍ପଣ…
ବାବା ପ୍ରେମାନନ୍ଦ ଗିରି ଙ୍କ ୬୩ ତମ ଶ୍ରାଦ୍ଧଉତ୍ସବ ପାଳିତ
ଭୁବନ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ କାଶୀ ବିଶ୍ୱନାଥ ମନ୍ଦିର (ଛତାମଠ) ଠାରେ ପରମ ପୂଜ୍ୟ ବାବା ପ୍ରେମାନନ୍ଦ ଗିରିଙ୍କର ୬୩ ତମ ଶ୍ରାଦ୍ଧଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।
ବାବା ରାମାନନ୍ଦ ଭାରତୀ ଙ୍କ ଅଧ୍ୟକ୍ଷତା ଓ କାଶୀ ବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ହରିହର…
ଲାଞ୍ଚ ନେଇ ଧରାପଡ଼ିଲେ ଢେଙ୍କାନାଳ ସଦର ଥାନା ର ଭାରପ୍ରାପ୍ତ ଡିଏସପି ଅଭିନବ ଡାଲୁଆ
ଢେଙ୍କାନାଳ : ଜଣେ କୋଇଲା ଟ୍ରକ ମାଲିକ ଙ୍କ ଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଢେଙ୍କାନାଳ ସଦର ଥାନା ର ଭାରପ୍ରାପ୍ତ ଡିଏସପି। ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡିଏସପି ଅଭିନବ ଡାଲୁଆ ଭିଜିଲାନ୍ସ ଜାଲରେ ଛନ୍ଦିହୋଇ ଧରାପଡ଼ିଛନ୍ତି।
ଅଭିନବଙ୍କ ସମ୍ପର୍କୀୟଙ୍କ ଘରେ ଓ ସଦର ଥାନା ଆଦି ୮ ଟି…
ଖଇରମୁଣ୍ଡା ଗାଁ ପାଖ ଜଙ୍ଗଲ ରୁ ମାଈ ହାତୀର ମୃତ ଦେହ ଉଦ୍ଧାର କାରଣ ଅପ୍ସଷ୍ଟ
କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଦଦରାଘାଟି ସେସ୍କନ ଘାଗରାମୁଣ୍ଡା ବିଟ ଅନ୍ତର୍ଗତ ଖଇରମୁଣ୍ଡା ଗାଁ ପାଖକୁ ଲାଗିଥିବା ଜଙ୍ଗଲ ରେ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହେଇଅଛି ।ହାତୀର ବୟସ ଆନୁମାନିକ ୩୦ ରୁ ୩୫ ବର୍ଷ ହେବ ।
ଖବର ପାଇ ପ୍ରଥମେ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ…
୫୩ନମ୍ବର ଜାତୀୟ ରାଜପଥ ରେ ଟ୍ରକ ସହ ଅଟୋ ମୁହାଁ ମୁହିଁ ଧକ୍କା,୫ମୃତ
କାମାକ୍ଷାନଗର (ରାଜ କିଶୋର ରାଉତ):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥର ଖମ୍ବ ଗାଁ ଛକ ୫୩ ନଂ ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।
ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ । ମୃତକ ମାନେହେଲେ କାମାକ୍ଷାନଗର ଥାନା…
ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତ୍ତମ ରାଉତଙ୍କୁ ଭିଜିଲାନ୍ସ ଗିରଫ କରିଛି
ଢେଙ୍କାନାଳ : ଢେଙ୍କାନାଳ ଆଇନ ମହାବିଦ୍ୟାଳୟରେ ଲାଞ୍ଚ ନହେଲେ କୌଣସି କଥା ଶୁଣୁନାହାନ୍ତି କର୍ମଚାରୀ । ଆଉ ବ୍ୟାକ୍ ପେପର ଫର୍ମ ପୂରଣ ଆଟେଣ୍ଡାନ୍ସ ସାର୍ଟିଫିକେଟ ପାଇଁ ୮ହଜାର ୫ଶହ ଟଙ୍କା ଲାଞ୍ଚ ଦେବାକୁ ପଡୁଛି ।
ଏପରି ଲାଞ୍ଚ ନେଉଥିବା ବେଳେ ଆଜି ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ…
ସର୍ବୋଦୟ ଦିଶାଦର୍ଶନ ଶିବିର ଉଦ୍ଘାଟିତ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହସ୍ଥିତ ଇଡିଅଟ୍ ତାଲିମ୍ ଗୃହରେ ତିନିଦିନିଆ ଦିଶାଦର୍ଶନ ଶିବିର ଶନିବାର ପୂର୍ବାହ୍ନରେ ଉଦ୍ଘାଟିତ ହୋଇଯାଇଛି । ବିଶିଷ୍ଟ ଗାନ୍ଧିବାଦୀ ତଥା ସର୍ବୋଦୟ ନେତ୍ରୀ କ୍ରୀଷ୍ଣା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ…
ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଶୋକସଭା
କାମାକ୍ଷାନଗର(ରାଜ କିଶୋର ରାଉତ): ଗତ ୨୫ା୭:୨୦୨୨ ତାରିଖ ରେ କାମାକ୍ଷାନଗର ଉପଖଣ୍ଡ ର କଳିଙ୍ଗ ଟିଭିର ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦)ଙ୍କ ସଡକ ଦୁର୍ଘଟଣା ରେ ମୃତ୍ୟୁ ଘଟିଥିଲା l ଆଜି ସ୍ଥାନୀୟ କାଳୀବଜାର ବାଜିରାଉତ ପ୍ରତିମୂର୍ତ୍ତି ତଳେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା…